କନକ ବ୍ୟୁରୋ : ମଦ ପ୍ରସ୍ତୁତ କରାଯାଉଥିବା ବେଳେ ଜବତ । ପୁଲିସ ଚଢାଉ କରି ରନ୍ଧା ମଦ ଜବତ କରିଛି । ସତ୍ୟବାଦୀ ପୋଲିସର ଷୋଳହଳ କେନାଲ ବନ୍ଧରେ ଦେଶୀ ମଦ ତିଆାରି ଚାଲିଥିଲା । ମଦ ପ୍ରସ୍ତୁତ କରୁଥିବା ସ୍ଥାନରେ ପୁଲିସ ହଠାତ୍ ଚଢ଼ାଉ କରିଛି । ଘଟଣାସ୍ଥଳରେ ପୁଲିସକୁ ଦେଖି ଦୌଡ଼ିପଳାଇଛନ୍ତି ମଦ ମାଫିଆ । ହେଲେ ଚଢାଉ ସମୟରେ ଘଟଣାସ୍ଥଳରୁ ୫୦୦ ଲିଟର ଦେଶୀ ପୋଚ ସମେତ ୪୦ ଲିଟର ଦେଶୀ ରନ୍ଧା ମଦ ଜବତ କରିଛି ପୋଲିସ ଏହା ସହିତ ଚୋରାରେ ପ୍ରସ୍ତୁତ ହେଉଥିବା ଦେଶୀ ମଦ ଭାଟିକୁ ଭାଙ୍ଗିଛି ପୋଲିସ ।
ଦେଶୀ ମଦଭାଟି ଉପରେ ସତ୍ୟବାଦୀ ପୋଲିସର ଚଢାଉ । ୫ଶହ ଲିଟର ପୋଚ ସହ ୪୦ ଲିଟର ଦେଶୀ ମଦ ଜବତ
ମଦ ପ୍ରସ୍ତୁତ କରୁଥିବା ସ୍ଥାନରେ ପୁଲିସ ହଠାତ୍ ଚଢ଼ାଉ କରିଛି । ଘଟଣାସ୍ଥଳରେ ପୁଲିସକୁ ଦେଖି ଦୌଡ଼ିପଳାଇଛନ୍ତି ମଦ ମାଫିଆ । ହେଲେ ଚଢାଉ ସମୟରେ ଘଟଣାସ୍ଥଳରୁ ୫୦୦ ଲିଟର ଦେଶୀ ପୋଚ ସମେତ ୪୦ ଲିଟର ଦେଶୀ ରନ୍ଧା ମଦ ଜବତ କରିଛି ପୋଲିସ ଏହା ସହିତ ଚୋରାରେ ପ୍ରସ୍ତୁତ ହେଉଥିବା ଦେଶୀ ମଦ ଭାଟିକୁ ଭାଙ୍ଗିଛି ପୋଲିସ ।
/kanak/media/media_files/2025/03/23/FkM2TwqIYHn0AKaLOX9z.jpg)