କନକ ବ୍ୟୁରୋ : ଲିଙ୍ଗରାଜ ମନ୍ଦିରରେ ଅଘଟଣ। ମହାଦୀପ ନେଇ ଚଢୁଥିବା ବେଳେ ମନ୍ଦିର ଉପରୁ ଖସିପଡିଲେ ସେବାୟତ। ମଶାଲ ସହ ୧୨ ଫୁଟ ତଳକୁ ଖସି ସେବାୟତ ଯୋଗେନ୍ଦ୍ର ସମର୍ଥା ଗୁରୁତର ହୋଇଛନ୍ତି। ତାଙ୍କୁ ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆହତ ସେବାୟତଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝି କ୍ୟାପିଟାଲ ହସ୍ପିଟାଲ ଯାଇ ଭେଟିଛନ୍ତି। ମହାଦୀପ ଉଠିବା ପୂର୍ବରୁ ଲିଙ୍ଗରାଜ ମନ୍ଦିରରେ ଅଘଟଣ ଘଟିଛି । ମନ୍ଦିରର ଚୂଡା ଉପରକୁ ଉଠିବା ପୂର୍ବରୁ ଦୀପ ସହ ଖସିପଡିଥିଲେ ସେବାୟତ ।
ଲିଙ୍ଗରାଜ ମନ୍ଦିରରେ ଅଘଟଣ । ମହାଦୀପ ସହ ମନ୍ଦିର ଉପରୁ ଖସିପଡିଲେ ସେବାୟତ । ମେଡିକାଲରେ ସେବାୟତଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ
Advertisment
Follow Us