ରାଜଧାନୀରେ ନକଲି ବାବାଙ୍କ ଉପଦ୍ରବ ।  ଗେରୁଆ ବସ୍ତ୍ର ପିନ୍ଧି, ପୂଜାପାଠ ଆଳରେ ଲୁଟ୍‌ ଉଦ୍ୟମ

ରାଜଧାନୀରେ ମାତିଛନ୍ତି ବାବା ବେଶଧାରୀ ଲୁଟେରା । ଗେରୁଆ ବସ୍ତ୍ରରେ ବାବା ବେଶରେ ଆସି କରୁଥିଲେ ଲୁଟ୍ ଉଦ୍ୟମ । ଏଭଳି ଖବର ଆସିଛି ଭୁବନେଶ୍ବର ମୈତ୍ରୀବିହାର ଅଞ୍ଚଳରୁ ।

ଅଦ୍ୟତନ ହୋଇଛି
Baba

Baba Photograph: (KanakNews )

କନକ ବ୍ୟୁରୋ : ରାଜଧାନୀରେ ମାତିଛନ୍ତି ବାବା ବେଶଧାରୀ ଲୁଟେରା । ଗେରୁଆ ବସ୍ତ୍ରରେ ବାବା ବେଶରେ ଆସି କରୁଥିଲେ ଲୁଟ୍ ଉଦ୍ୟମ । ଏଭଳି ଖବର ଆସିଛି ଭୁବନେଶ୍ବର ମୈତ୍ରୀବିହାର ଅଞ୍ଚଳରୁ । ଗେରୁଆ ବସ୍ତ୍ର ପିନ୍ଧି ପୂଜା ପାଠ କରାଇବା ଆଳରେ ଘରେ ପଶି ଲୁଟ ଉଦ୍ୟମ କରୁଥିଲେ । ଭଣ୍ଡ ବାବାକୁ କାବୁ କରି ମୈତ୍ରୀବିହାର ଥାନା ଜିମା ଦେଲେ ସ୍ଥାନୀୟଲୋକ । ତେବେ ସେମାନଙ୍କ ଘର କେଉଁଠି ଓ କାହିଁକି ଭୁବନେଶ୍ୱର ଆସିଥିଲେ, ସେ ନେଇ ପୋଲିସ ତଦନ୍ତ ଚାଲିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Subscribe