କନକ ବ୍ୟୁରୋ : ରାଜଧାନୀରେ ମାତିଛନ୍ତି ବାବା ବେଶଧାରୀ ଲୁଟେରା । ଗେରୁଆ ବସ୍ତ୍ରରେ ବାବା ବେଶରେ ଆସି କରୁଥିଲେ ଲୁଟ୍ ଉଦ୍ୟମ । ଏଭଳି ଖବର ଆସିଛି ଭୁବନେଶ୍ବର ମୈତ୍ରୀବିହାର ଅଞ୍ଚଳରୁ । ଗେରୁଆ ବସ୍ତ୍ର ପିନ୍ଧି ପୂଜା ପାଠ କରାଇବା ଆଳରେ ଘରେ ପଶି ଲୁଟ ଉଦ୍ୟମ କରୁଥିଲେ । ଭଣ୍ଡ ବାବାକୁ କାବୁ କରି ମୈତ୍ରୀବିହାର ଥାନା ଜିମା ଦେଲେ ସ୍ଥାନୀୟଲୋକ । ତେବେ ସେମାନଙ୍କ ଘର କେଉଁଠି ଓ କାହିଁକି ଭୁବନେଶ୍ୱର ଆସିଥିଲେ, ସେ ନେଇ ପୋଲିସ ତଦନ୍ତ ଚାଲିଛି ।
ରାଜଧାନୀରେ ନକଲି ବାବାଙ୍କ ଉପଦ୍ରବ । ଗେରୁଆ ବସ୍ତ୍ର ପିନ୍ଧି, ପୂଜାପାଠ ଆଳରେ ଲୁଟ୍ ଉଦ୍ୟମ
ରାଜଧାନୀରେ ମାତିଛନ୍ତି ବାବା ବେଶଧାରୀ ଲୁଟେରା । ଗେରୁଆ ବସ୍ତ୍ରରେ ବାବା ବେଶରେ ଆସି କରୁଥିଲେ ଲୁଟ୍ ଉଦ୍ୟମ । ଏଭଳି ଖବର ଆସିଛି ଭୁବନେଶ୍ବର ମୈତ୍ରୀବିହାର ଅଞ୍ଚଳରୁ ।
/kanak/media/media_files/2024/12/28/Xak61VQ9pVAYpa2tWleA.jpg)