ରାଉରକେଲା ସେକ୍ଟର -୬ ଦୁର୍ଗାମଣ୍ଡପରେ ଅଘଟଣ । ନିଆଁଲାଗି ଜୀବନ୍ତ ଜଳିଗଲେ ନାବାଳକ

କୌଣସି କାରଣରୁ ନିଆଁ ଲାଗିଥିବା ବେଳେ ସେଠାରେ ମଣ୍ଡପ ନିକଟରେ ଥିବା ନାବାଳକଙ୍କ ଦେହରେ ଲାଗିଯାଇଥିଲା ନିଆଁ । ଘଟଣାସ୍ଥଳରେ ନାବାଳକ ଜଣକ ସମ୍ପୁର୍ଣ୍ଣ ଦଗ୍ଧ ହୋଇଯାଇଥିଲେ ।

GSFDDDF

କନକ ବ୍ୟୁରୋ : ନିଆଁଲାଗି ଜୀବନ୍ତ ଜଳି ଗଲେ ନାବାଳକ । ରାଉରକେଲା ସେକ୍ଟର- ୬ ଦୁର୍ଗା ମଣ୍ଡପ ନିକଟରେ ଘଟିଛି ଏହି ଲୋମ ଟାଙ୍କୁରା ଘଟଣା । କୌଣସି କାରଣରୁ ନିଆଁ ଲାଗିଥିବା ବେଳେ ସେଠାରେ ମଣ୍ଡପ ନିକଟରେ ଥିବା ନାବାଳକଙ୍କ ଦେହରେ ଲାଗିଯାଇଥିଲା ନିଆଁ । ଘଟଣାସ୍ଥଳରେ ନାବାଳକ ଜଣକ ସମ୍ପୁର୍ଣ୍ଣ ଦଗ୍ଧ ହୋଇଯାଇଥିଲେ । ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଂଚି ନିଆକୁ ଆୟତ୍ତ କରିଛନ୍ତି । ତେବେ ଘଟଣାସ୍ଥଳରେ କିଭଳି କେମିତି ନିଆଁ ଲାଗିଲା ତାର କାରଣ ଅସ୍ପଷ୍ଟ ରହିଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe