ପ୍ରକୃତିର ତାଣ୍ଡବ ଭିତରେ ବିନାଶର ଦ୍ୱାରଦେଶରେ ହିମାଚଳ, ସମୟ ଥାଉ ଥାଉ ସୁରକ୍ଷା ଦେବାକୁ ସୁପ୍ରିମକୋର୍ଟଙ୍କ ପରାମର୍ଶ

ସ୍ଥିତିକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟ । ସମୟ ଥାଉ ଥାଉ ରାଜ୍ୟ ଓ କେନ୍ଦ୍ର ସରକାର କୌଣସି ଉଚିତ ପଦକ୍ଷେପ ଗ୍ରହଣ ନକଲେ ଓ ପ୍ରକୃତିକୁ ରକ୍ଷା କରିବାକୁ ଚେଷ୍ଟା ନକଲେ, କିଛି ବର୍ଷ ପରେ ହିମାଚଳ ପ୍ରଦେଶ ଭାରତର ନକ୍ସାରୁ ହଜିଯିବ ବୋଲି କୋର୍ଟ ଟିପ୍ପଣୀ ଦେଇଛନ୍ତି

56

କନକ ବ୍ୟୁରୋ :  ହିମାଚଳ ପ୍ରଦେଶରେ ପ୍ରକୃତି ରଚୁଛି ତାଣ୍ଡବ । ବର୍ଷା, ବନ୍ୟା ଓ ଭୂସ୍ଖଳନରେ କାନ୍ଦୁଛି ପାହାଡ଼ ରାଣୀ ।  ସ୍ଥିତିକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟ । ସମୟ ଥାଉ ଥାଉ ରାଜ୍ୟ ଓ କେନ୍ଦ୍ର ସରକାର କୌଣସି ଉଚିତ ପଦକ୍ଷେପ ଗ୍ରହଣ ନକଲେ ଓ ପ୍ରକୃତିକୁ ରକ୍ଷା କରିବାକୁ ଚେଷ୍ଟା ନକଲେ, କିଛି ବର୍ଷ ପରେ ହିମାଚଳ ପ୍ରଦେଶ ଭାରତର ନକ୍ସାରୁ ହଜିଯିବ ବୋଲି କୋର୍ଟ ଟିପ୍ପଣୀ ଦେଇଛନ୍ତି । ବିଚାରପତି ଜଷ୍ଟିସ ଜେ.ବି ପାରଦିୱାଲା ଏବଂ ଜଷ୍ଟିସ ଆର. ମହାଦେବନଙ୍କ ଖଣ୍ଡପୀଠ କହିଛନ୍ତି, ବିନାଶର ଦ୍ବାରଦେଶରେ ହିମାଚଳପ୍ରଦେଶ । ହିମାଚଳ ପ୍ରଦେଶ ସରକାରଙ୍କୁ ନୋଟିସ ପଠାଇ ୪ ସପ୍ତାହ ମଧ୍ୟରେ ଜବାବ ମାଗିଛନ୍ତି ଅଦାଲତ 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe