ଆମେରିକାରେ ଟ୍ରମ୍ପଙ୍କୁ ବିରୋଧ ; ଭାରତ ଉପରେ ଟାରିଫକୁ ବିରୋଧ କଲେ ଆମେରିକୀୟ ସାଂସଦ

Advertisment

ତୁରନ୍ତ ଭାରତ ସହ ସମ୍ପର୍କ ସୁଧାର  । ୧୯ ଆମେରିକୀୟ ସାଂସଦ ରାଷ୍ଟ୍ରପତି ଡୋନାଲ୍ଡ୍ ଟ୍ରମ୍ପଙ୍କୁ ଲେଖିଛନ୍ତି ଚିଠି ।  ଭାରତ ସହ ସମ୍ପର୍କ ତୁରନ୍ତ ସୁଧାରିବା ପାଇଁ ଏଥିରେ ଦିଆଯାଇଛି ପରାମର୍ଶ ।

ତୁରନ୍ତ ଭାରତ ସହ ସମ୍ପର୍କ ସୁଧାର  । ୧୯ ଆମେରିକୀୟ ସାଂସଦ ରାଷ୍ଟ୍ରପତି ଡୋନାଲ୍ଡ୍ ଟ୍ରମ୍ପଙ୍କୁ ଲେଖିଛନ୍ତି ଚିଠି ।  ଭାରତ ସହ ସମ୍ପର୍କ ତୁରନ୍ତ ସୁଧାରିବା ପାଇଁ ଏଥିରେ ଦିଆଯାଇଛି ପରାମର୍ଶ ।

30

କନକ ବ୍ୟୁରୋ : ତୁରନ୍ତ ଭାରତ ସହ ସମ୍ପର୍କ ସୁଧାର  । ୧୯ ଆମେରିକୀୟ ସାଂସଦ ରାଷ୍ଟ୍ରପତି ଡୋନାଲ୍ଡ୍ ଟ୍ରମ୍ପଙ୍କୁ ଲେଖିଛନ୍ତି ଚିଠି ।  ଭାରତ ସହ ସମ୍ପର୍କ ତୁରନ୍ତ ସୁଧାରିବା ପାଇଁ ଏଥିରେ ଦିଆଯାଇଛି ପରାମର୍ଶ । ୧୯ ଜଣ ଆମେରିକୀୟ କଂଗ୍ରେସ୍ ସାଂସଙ୍କ ଦ୍ୱାରା ରାଷ୍ଟ୍ରପତି ଡନାଲ୍ଡ୍ ଟ୍ରମ୍ପଙ୍କୁ ଚିଠି ଲେଖାହୋଇଛି। ଭାରତ ଉପରେ ଲଗାଯାଇଥିବା ୨୫ ପ୍ରତିଶତ ପ୍ରତିକ୍ରିୟାମୂଳକ  ଟାରିଫ୍ ଓ ରୁଷ ତୈଳ କ୍ରୟ ଯୋଗୁଁ ଆଉ ୨୫ ପ୍ରତିଶତ ଦଣ୍ଡମୂଲକ ଟ୍ୟାରିଫ୍ କାରଣରୁ ଦୁଇ ଦେଶ ମଧ୍ୟରେ ସମ୍ପର୍କ ବିଗଡ଼ିଛି। ଏହା ଭାରତୀୟ ଉତ୍ପାଦକଙ୍କୁ କ୍ଷତି ପହଞ୍ଚାଇଛି । ଆମେରିକୀୟ ଉପଭୋକ୍ତାଙ୍କ ମୂଲ୍ୟ ବୃଦ୍ଧି ଓ ସରବରାହ ଶୃଙ୍ଖଳା ଭାଙ୍ଗୁଛି । ସେମାନେ ଟ୍ରମ୍ପଙ୍କୁ ଏହି ଅନ୍ୟାୟଯୁକ୍ତ  ଟାରିଫ୍ ଉଚ୍ଛେଦ କରି ସମ୍ପର୍କ ସୁଧାରିବା ପାଇଁ ଆହ୍ୱାନ ଦେଇଛନ୍ତି । ଏହା ଭାରତ-ଆମେରିକା ବାଣିଜ୍ୟ ଭାଗୀଦାରିର ନିର୍ଭରତା ଉପରେ ପ୍ରଭାବ ପକାଇବ ବୋଲି ଚିଠିରେ ଉଲ୍ଲେଖ ହୋଇଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe