ମୋଟର ଯାନ ଆଇନରେ ସଂଶୋଧନ: ୧୬ବର୍ଷରୁ ଅଧିକ ବୟସ୍କ ନାବାଳକ ଚଳାଇପାରିବେ ଇ-ସ୍କୁଟର

ନାବାଳକ ନିର୍ଦ୍ୱନ୍ଦ୍ୱରେ ଚଲାଇପାରିବେ ଗାଡ଼ି। ଆଉ ପୁଲିସ ହାବୁଡ଼ରେ ପଡ଼ିଲେ ଗଣିବାକୁ ପଡ଼ିବନି ତଣ୍ଡ । ମୋଟର ଯାନ ଆଇନରେ ସଂଶୋଧନ ଆଣିବା ପାଇଁ ଯାଉଛନ୍ତି କେନ୍ଦ୍ର ସରକାର ।

ଅଦ୍ୟତନ ହୋଇଛି
e counter

କନକବ୍ୟୁରୋ: ନାବାଳକ ନିର୍ଦ୍ୱନ୍ଦ୍ୱରେ ଚଲାଇପାରିବେ ଗାଡ଼ି । ଆଉ ପୁଲିସ ହାବୁଡ଼ରେ ପଡ଼ିଲେ ଗଣିବାକୁ ପଡ଼ିବନି ତଣ୍ଡ। ମୋଟର ଯାନ ଆଇନରେ ସଂଶୋଧନ ଆଣିବା ପାଇଁ ଯାଉଛନ୍ତି କେନ୍ଦ୍ର ସରକାର । ଆଇନ ସଂଶୋଧନ ହେଲେ ୧୬ ବର୍ଷରୁ ଅଧିକ ବୟସ୍କର ନାବାଳକ ଓ ନାବାଳିକା ଚଲାଇପାରିବେ ଇ-ସ୍କୁଟର ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe