କନକବ୍ୟୁରୋ: ନାବାଳକ ନିର୍ଦ୍ୱନ୍ଦ୍ୱରେ ଚଲାଇପାରିବେ ଗାଡ଼ି । ଆଉ ପୁଲିସ ହାବୁଡ଼ରେ ପଡ଼ିଲେ ଗଣିବାକୁ ପଡ଼ିବନି ତଣ୍ଡ। ମୋଟର ଯାନ ଆଇନରେ ସଂଶୋଧନ ଆଣିବା ପାଇଁ ଯାଉଛନ୍ତି କେନ୍ଦ୍ର ସରକାର । ଆଇନ ସଂଶୋଧନ ହେଲେ ୧୬ ବର୍ଷରୁ ଅଧିକ ବୟସ୍କର ନାବାଳକ ଓ ନାବାଳିକା ଚଲାଇପାରିବେ ଇ-ସ୍କୁଟର ।
ମୋଟର ଯାନ ଆଇନରେ ସଂଶୋଧନ: ୧୬ବର୍ଷରୁ ଅଧିକ ବୟସ୍କ ନାବାଳକ ଚଳାଇପାରିବେ ଇ-ସ୍କୁଟର
ନାବାଳକ ନିର୍ଦ୍ୱନ୍ଦ୍ୱରେ ଚଲାଇପାରିବେ ଗାଡ଼ି। ଆଉ ପୁଲିସ ହାବୁଡ଼ରେ ପଡ଼ିଲେ ଗଣିବାକୁ ପଡ଼ିବନି ତଣ୍ଡ । ମୋଟର ଯାନ ଆଇନରେ ସଂଶୋଧନ ଆଣିବା ପାଇଁ ଯାଉଛନ୍ତି କେନ୍ଦ୍ର ସରକାର ।