ମୁଁ ତୋଷାମତି କରେନି … ନିଜକୁ ଆଉଟସାଇଡର କହିଲେ ଅମୀଷା

Advertisment

ବଲିଉଡ୍ ଅଭିନେତ୍ରୀ ଅମୀଷା ପଟେଲ ନିଜକୁ ଆଉଟସାଇଡର କହିବା ସହ ବଲିଉଡ୍ ଫିଲ୍ମ ଇଣ୍ଡଷ୍ଟ୍ରିର ଗୁମର ଖୋଲିଲେ।  କହିଲେ, ’ମୁଁ କାହା ପାଖରେ ଚାଟୁକାରିତା କରେନି ବୋଲି ମୋତେ ବେଶି କାମ ମିଳେନି’ ।

ବଲିଉଡ୍ ଅଭିନେତ୍ରୀ ଅମୀଷା ପଟେଲ ନିଜକୁ ଆଉଟସାଇଡର କହିବା ସହ ବଲିଉଡ୍ ଫିଲ୍ମ ଇଣ୍ଡଷ୍ଟ୍ରିର ଗୁମର ଖୋଲିଲେ।  କହିଲେ, ’ମୁଁ କାହା ପାଖରେ ଚାଟୁକାରିତା କରେନି ବୋଲି ମୋତେ ବେଶି କାମ ମିଳେନି’ ।

amisha

କନକ ବ୍ୟୁରୋ : ବଲିଉଡ୍ ଅଭିନେତ୍ରୀ ଅମୀଷା ପଟେଲ ନିଜକୁ ଆଉଟସାଇଡର କହିବା ସହ ବଲିଉଡ୍ ଫିଲ୍ମ ଇଣ୍ଡଷ୍ଟ୍ରିର ଗୁମର ଖୋଲିଲେ।  କହିଲେ, ’ମୁଁ କାହା ପାଖରେ ଚାଟୁକାରିତା କରେନି ବୋଲି ମୋତେ ବେଶି କାମ ମିଳେନି’ ।

ଏକ ସାକ୍ଷାତକାରରେ ଅଭିନେତ୍ରୀ ଅମୀଷା ପଟେଲ କହିଛନ୍ତି, ’ ବଲିଉଡ ଇଣ୍ଡଷ୍ଟ୍ରିରେ ଏପରି ଅନେକ ବ୍ୟକ୍ତିତ୍ବ ଅଛନ୍ତି ଯେଉଁମାନେ ତାଙ୍କୁ ପସନ୍ଦ କରନ୍ତିନାହିଁ   । ଫିଲ୍ମ ’କହୋନା ପ୍ୟାର ହୈ’ର ସଫଳତା ପରେ ତାଙ୍କୁ ସେଭଳି ଆଉ ଫେମ୍ ମିଳିନି । ଫିଲ୍ମରେ ଦର୍ଶକଙ୍କ ମତାମତ ଖୁବ୍ ଗୁରୁତ୍ବପୂର୍ଣ୍ଣ । ମୁଁ ମଦ୍ୟପାନ କରେନି କି ସିଗାରେଟ୍ ବି ପିଏନି  । କାହାକୁ ତୋଷାମତ କରିବାକୁ ମୋତେ ଆଦୌ ଭଲ ଲାଗେନି । ଯେଉଁ କାମ ମିଳେ ଭାରି କଷ୍ଟରେ ମିଳେ । ଏସବୁ କାରଣରୁ ମୋତେ ବଲିଉଡର ଅଧିକାଂଶ ଲୋକ ପସନ୍ଦ କରନ୍ତି ନାହିଁ  । ତେଣୁ ର୍ମୁ ଆଉଟସାଇଡର୍ସ ହୋଇଯାଇଛି ’  ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe