କନକ ବ୍ୟୁରୋ: ଗଂଜାମ ଜିଲ୍ଲା ଖଲ୍ଲିକୋଟରେ ବଡ଼ ଘାଟିରେ ଓଲଟିଲା ଆମ୍ବୁଲାନ୍ସ । ସେଥିରେ ଥିବା ୪ଜଣ ଗୁରୁତର ହୋଇଛନ୍ତି । ତାମିଲନାଡରୁ ଆସିଥିବା ଆମ୍ବୁଲାନ୍ସଟି ଦୁର୍ଘଟଣାଗ୍ରସ୍ତ ହୋଇଛି । ୪ ଗୁରୁତରଙ୍କୁ ଖଲ୍ଲିକୋଟ ମେଡିକାଲରେ ଭର୍ତ୍ତି କରାଯାଇଛି । ଆମ୍ବୁଲାନ୍ସଟି ଚେନ୍ନାଇରୁ ମୃତଦେହ ନେଇ ପଶ୍ଚିମବଙ୍ଗ ଯାଉଥିବା ବେଳେ ଅଘଟଣ ଘଟିଛି । ତେବେ ଆମ୍ବୁଲାନ୍ସଟି ଚେନ୍ନାଇର ଏକ ଘରୋଇ ଡାକ୍ତରଖାନାରୁ ମୃତଦେହ ନେଇ ପଶ୍ଚିମବଙ୍ଗ ଯାଉଥିବା ସୂଚନା ମିଳିଛି ।
ଖଲ୍ଲିକୋଟ ବଡ଼ ଘାଟିରେ ଓଲଟିଲା ଆମ୍ବୁଲାନ୍ସ: ଚେନ୍ନାଇରୁ ମୃତଦେହ ନେଇ ପଶ୍ଚିମବଙ୍ଗ ଯାଉଥିବା ବେଳେ ଅଘଟଣ
ତାମିଲନାଡରୁ ଆସିଥିବା ଆମ୍ବୁଲାନ୍ସଟି ଦୁର୍ଘଟଣାଗ୍ରସ୍ତ ହୋଇଛି । ୪ ଗୁରୁତରଙ୍କୁ ଖଲ୍ଲିକୋଟ ମେଡିକାଲରେ ଭର୍ତ୍ତି କରାଯାଇଛି । ଆମ୍ବୁଲାନ୍ସଟି ଚେନ୍ନାଇରୁ ମୃତଦେହ ନେଇ ପଶ୍ଚିମବଙ୍ଗ ଯାଉଥିବା ବେଳେ ଅଘଟଣ ଘଟିଛି ।
/kanak/media/media_files/2025/10/04/7-2025-10-04-18-05-43.jpg)