ଆମ୍ଭୁଲାନ୍ସ ସାଜିଛି ଗ୍ରାମବାସୀଙ୍କ ସ୍ବପ୍ନ : ରାସ୍ତା ସମସ୍ୟାରେ ଜୁଝୁଛନ୍ତି ଗ୍ରାମବାସୀ

Advertisment

ରାସ୍ତା ଅଭାବରୁ ପହଞ୍ଚି ପାରିଲାନି ଆମ୍ବୁଲାନ୍ସ। ଷ୍ଟ୍ରେଚରରେ ବୁହାହେଲେ ଗର୍ଭବତୀ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ମୁନିଗୁଡା ବ୍ଲକ ଇଚ୍ଛାପୁର ପଞ୍ଚାୟତର କେଦୋରାଗୁଡା ଗାଁରେ  ।

ରାସ୍ତା ଅଭାବରୁ ପହଞ୍ଚି ପାରିଲାନି ଆମ୍ବୁଲାନ୍ସ। ଷ୍ଟ୍ରେଚରରେ ବୁହାହେଲେ ଗର୍ଭବତୀ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ମୁନିଗୁଡା ବ୍ଲକ ଇଚ୍ଛାପୁର ପଞ୍ଚାୟତର କେଦୋରାଗୁଡା ଗାଁରେ  ।

ambulance

ambulance Photograph: (KanakNews )

କନକବ୍ୟୁରୋ :ରାସ୍ତା ଅଭାବରୁ ପହଞ୍ଚି ପାରିଲାନି ଆମ୍ବୁଲାନ୍ସ। ଷ୍ଟ୍ରେଚରରେ ବୁହାହେଲେ ଗର୍ଭବତୀ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ମୁନିଗୁଡା ବ୍ଲକ ଇଚ୍ଛାପୁର ପଞ୍ଚାୟତର କେଦୋରାଗୁଡା ଗାଁରେ  ।  ଗାଁର ବାଣୁଆ ମାଝୀଙ୍କ ସ୍ତ୍ରୀ ଲିଲି ମାଝୀଙ୍କୁ ଗର୍ଭ ଯନ୍ତ୍ରଣା ହେବାରୁ ଆମ୍ବୁଲାନ୍ସକୁ ଖବର ଦିଆଗଲା ।  ହେଲେ ଗାଁକୁ ରାସ୍ତା ସୁବିଧା ନଥିବାରୁ ଆମ୍ବୁଲାନ୍ସ ଯାଇପାରିନଥିଲା। ଫଳରେ ଆମ୍ବୁଲାନ୍ସ କର୍ମଚାରୀଙ୍କ ସହାୟତାରେ ଗର୍ଭବତୀ ମହିଳା ଜଣକ ଆମ୍ବୁଲାନ୍ସ ପର୍ଯ୍ୟନ୍ତ ଆସିଥିଲେ ।  ତେବେ ମହିଳା ଜଣକ ଅଧାବାଟରେ ହିଁ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି । ଏବେ ଆମ୍ବାଦଳା ଡାକ୍ତରଖାନାରେ ଉଭୟ ମାଆ ଛୁଆ ସୁସ୍ଥ ଥିବା ଜଣାପଡ଼ିଛି  । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe