ଯବାନଙ୍କୁ ଧକା ଦେଲା ଆମ୍ବୁଲାନ୍ସ । ଯବାନ ଗୁରୁତର

Advertisment

ଯବାନଙ୍କୁ ଧକା ଦେଲା ଆମ୍ବୁଲାନ୍ସ, ଫଳରେ ଯବାନ ଜଣକ ଗୁରୁତର ହୋଇଛନ୍ତି । ଯବାନଙ୍କ ନାମ ପିତବାସ ବିଶ୍ଵାଳ । ଜୟପୁର କୋରାପୁଟ ଜାତୀୟ ରାଜପଥ ୨୬ର ଆଇଆରବି କ୍ୟାମ୍ପ ନିକଟରେ ଏହି ଦୁର୍ଘଟଣା ଘଟିଛି । 

ଯବାନଙ୍କୁ ଧକା ଦେଲା ଆମ୍ବୁଲାନ୍ସ, ଫଳରେ ଯବାନ ଜଣକ ଗୁରୁତର ହୋଇଛନ୍ତି । ଯବାନଙ୍କ ନାମ ପିତବାସ ବିଶ୍ଵାଳ । ଜୟପୁର କୋରାପୁଟ ଜାତୀୟ ରାଜପଥ ୨୬ର ଆଇଆରବି କ୍ୟାମ୍ପ ନିକଟରେ ଏହି ଦୁର୍ଘଟଣା ଘଟିଛି । 

Ambulance

କନକ ବ୍ୟୁରୋ : ଯବାନଙ୍କୁ ଧକା ଦେଲା ଆମ୍ବୁଲାନ୍ସ, ଫଳରେ ଯବାନ ଜଣକ ଗୁରୁତର ହୋଇଛନ୍ତି । ଯବାନଙ୍କ ନାମ ପିତବାସ ବିଶ୍ଵାଳ । ଜୟପୁର କୋରାପୁଟ ଜାତୀୟ ରାଜପଥ ୨୬ର ଆଇଆରବି କ୍ୟାମ୍ପ ନିକଟରେ ଏହି ଦୁର୍ଘଟଣା ଘଟିଛି । 

ସୂଚନାଯୋଗ୍ୟ ଜୟପୁରରୁ କୋରାପୁଟକୁ ରୋଗୀ ଧରି ଆମ୍ବୁଲାନ୍ସ ଆସୁଥିବା ବେଳେ ବିପରୀତ ଦିଗରୁ ସ୍କୁଟି ଯୋରେ କ୍ୟାମ୍ପକୁ ଆସୁଥିବା ଯବାନକୁ ଧକା ଦେଇଥିଲା ଆମ୍ବୁଲାନ୍ସ । ଏପରିକି ଆମ୍ବୁଲାନସ ଧକାରେ ଯବାନଙ୍କ ସ୍କୁଟିକୁ ପନ୍ଦର ମିଟର ଘୋଷାଡି ନେଇଯାଇଥିଲା । ସ୍କୁଟିଟି ଭାଙ୍ଗି ଚୁରମାର ହୋଇଯାଇଛି । ଗୁରୁତର ଅବସ୍ଥାରେ ଯବାନ ଜଣଙ୍କୁ କୋରାପୁଟ ମେଡିକାଲରେ ଭର୍ତି କରାଯାଇଛି । ଦୁର୍ଘଟଣା ଘଟାଇଥିବା ଆମ୍ବୁଲାନ୍ସର ଡ୍ରାଇଭର ଘଟଣା ସ୍ଥଳରୁ ଫେରାର ହୋଇଯାଇଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe