ଟ୍ରେନ୍ ଧକ୍କାରେ ଆମ୍ବୁଲାନ୍ସ ଚୁରମାର୍: ଉପସ୍ଥିତ ବୁଦ୍ଧି ଖଟାଇ ୮ ଜଣଙ୍କ ଜୀବନ ବଞ୍ଚାଇଲେ ଆଶାକର୍ମୀ ଇନ୍ଦ୍ରାଣୀ

Advertisment

ଟ୍ରେନ୍ ଧକ୍କାରେ ଚୁରମାର୍ ଆମ୍ବୁଲାନ୍ସ । ସୌଭାଗ୍ୟବଶତଃ ବଞ୍ଚିଗଲେ ୮ ରୋଗୀ। ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁରରୁ ଆସିଛି ଏଭଳି ଘଟଣା । ଶିକରପାଇ ଗ୍ରାମ ପଞ୍ଚାୟତର କଞ୍ଜାମଯୋଡ଼ି ଗ୍ରାମର କିଛି ରୋଗୀଙ୍କୁ ଆଖି ଅପରେସନ୍ କରାଇବାକୁ ନେଉଥିଲା ଆମ୍ବୁଲାନ୍ସ ।

47indrani

Photograph: (kanak news)

କନକ ବ୍ୟୁରୋ: ଟ୍ରେନ୍ ଧକ୍କାରେ ଚୁରମାର୍ ଆମ୍ବୁଲାନ୍ସ । ସୌଭାଗ୍ୟବଶତଃ ବଞ୍ଚିଗଲେ ୮ ରୋଗୀ। ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁରରୁ ଆସିଛି ଏଭଳି ଘଟଣା । ଶିକରପାଇ ଗ୍ରାମ ପଞ୍ଚାୟତର କଞ୍ଜାମଯୋଡ଼ି ଗ୍ରାମର କିଛି ରୋଗୀଙ୍କୁ ଆଖି ଅପରେସନ୍ କରାଇବାକୁ ନେଉଥିଲା ଆମ୍ବୁଲାନ୍ସ । ତେବେ ଲେଭଲ କ୍ରସିଂ ପାଖରେ ହଠାତ୍ ଆମ୍ବୁଲାନ୍ସ ଅଟକି ଯାଇଥିଲା । ଦୂରରୁ ଟ୍ରେନ୍ ଆସୁଥିବା ଦେଖି ଆଶାକର୍ମୀ ଇନ୍ଦ୍ରାଣୀ ସବୁ ରୋଗୀଙ୍କୁ ଆମ୍ବୁଲାନ୍ସରୁ ବାହାର କରିଦେଇଥିଲେ । ଆଉ ବଞ୍ଚିଯାଇଥିଲା ୮ ଜୀବନ । ଘଟଣା ପରେ ଆଶାକର୍ମୀ ଇନ୍ଦ୍ରାଣୀଙ୍କୁ ସବୁ ମହଲରେ ପ୍ରଶଂସା କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe