ଅଳ୍ପକେ ବର୍ତ୍ତିଲେ ଆଠ ରୋଗୀ Photograph: (kanaknews)
କନକ ବ୍ୟୁରୋ: କଲ୍ୟାଣସିଂହପୁର ଶିକରପାଇ ଗ୍ରାମପଞ୍ଚାୟତ କଂଜାମଯୋଡି ଗ୍ରାମରୁ ଆଖି ଅପରେସନ ପାଇଁ ରୋଗୀଙ୍କୁ ଆଣିବା ବେଳେ ଟ୍ରେନ ଧକ୍କା ରେ ଆମ୍ବୁଲାନ୍ସ ଚୁର୍ମାର । ଅଳ୍ପକେ ବର୍ତ୍ତିଲେ ୮ ରୋଗୀ, ଆଶା କର୍ମୀ ଇନ୍ଦ୍ରାଣୀ ଭରସା ହେଲେ ରୋଗୀଙ୍କୁ ।
Follow Us