କନକ ବ୍ୟୁରୋ: କଲ୍ୟାଣସିଂହପୁର ଶିକରପାଇ ଗ୍ରାମପଞ୍ଚାୟତ କଂଜାମଯୋଡି ଗ୍ରାମରୁ ଆଖି ଅପରେସନ ପାଇଁ ରୋଗୀଙ୍କୁ ଆଣିବା ବେଳେ ଟ୍ରେନ ଧକ୍କା ରେ ଆମ୍ବୁଲାନ୍ସ ଚୁର୍ମାର । ଅଳ୍ପକେ ବର୍ତ୍ତିଲେ ୮ ରୋଗୀ, ଆଶା କର୍ମୀ ଇନ୍ଦ୍ରାଣୀ ଭରସା ହେଲେ ରୋଗୀଙ୍କୁ ।
ଟ୍ରେନ ଧକ୍କାରେ ଆମ୍ବୁଲାନ୍ସ ଚୁର୍ମାର, ଆଖି ଅପରେସନ ପାଇଁ ରୋଗୀଙ୍କୁ ଆଣିବା ବେଳେ ଧକ୍କା ଦେଲା ଟ୍ରେନ୍..
ଆଖି ଅପରେସନ ପାଇଁ ରୋଗୀଙ୍କୁ ଆଣିବା ବେଳେ ଟ୍ରେନ ଧକ୍କାରେ ଆମ୍ବୁଲାନ୍ସ ଚୁର୍ମାର, ଅଳ୍ପକେ ବର୍ତ୍ତିଲେ ରୋଗୀ ..
/kanak/media/media_files/2025/03/10/oGNv0VVEZyMsUiwFMnzT.jpg)
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)