ନ୍ୟୁଜ୍ ରାଜ୍ୟ ସୁଭଦ୍ରା ରେଜିଷ୍ଟ୍ରେସନରେ ସମସ୍ୟା : ଫର୍ମ ପୂରଣ ପାଇଁ ମାଗୁଛନ୍ତି ଟଙ୍କା ! ସୁଭଦ୍ରା ଯୋଜନା ପାଇଁ ଆବେଦନ ପ୍ରକ୍ରିୟା ଜାରି ରହିଛି । ଆଉ ଆବେଦନବେଳେ ବାଲେଶ୍ୱର, ଭଦ୍ରକ, କଟକ, ଜଗତସିଂହପୁର, ଯାଜପୁର , କେନ୍ଦ୍ରାପଡା ଓ ପୁରୀରେ ଆବେଦନକାରୀଙ୍କ ଠାରୁ ଆବେଦନ ପତ୍ର ଦେବା ସହ ଫର୍ମ ପୂରଣ କଲେ ଟଙ୍କା ମଗାଯାଉଥିବା ଅଭିଯୋଗ ଆସିଛି । 06 Sep 2024 08:26 IST Anupama Rout Follow Us