ସୁଭଦ୍ରା ରେଜିଷ୍ଟ୍ରେସନରେ ସମସ୍ୟା : ଫର୍ମ ପୂରଣ ପାଇଁ ମାଗୁଛନ୍ତି ଟଙ୍କା !
ସୁଭଦ୍ରା ଯୋଜନା ପାଇଁ ଆବେଦନ ପ୍ରକ୍ରିୟା ଜାରି ରହିଛି । ଆଉ ଆବେଦନବେଳେ ବାଲେଶ୍ୱର, ଭଦ୍ରକ, କଟକ, ଜଗତସିଂହପୁର, ଯାଜପୁର , କେନ୍ଦ୍ରାପଡା ଓ ପୁରୀରେ ଆବେଦନକାରୀଙ୍କ ଠାରୁ ଆବେଦନ ପତ୍ର ଦେବା ସହ ଫର୍ମ ପୂରଣ କଲେ ଟଙ୍କା ମଗାଯାଉଥିବା ଅଭିଯୋଗ ଆସିଛି ।
/kanak/media/media_files/AxiXd8fXFidFDcyorN3V.jpg)
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)