କନକ ବ୍ୟୁରୋ : ଭୁବନେଶ୍ୱରର ଆପାର୍ଟମେଣ୍ଟ କେତେ ସୁରକ୍ଷିତ? ଆପାର୍ଟମେଣ୍ଟରେ ବଡ଼ଧରଣର ଲୁଟ୍ ପରେ ଉଠିଲା ପ୍ରଶ୍ନ। ଆକ୍ରୋପଲିସ ଆପର୍ଟମେଣ୍ଟରେ ଲୁଟେରାଙ୍କ ଆତଙ୍କ। ଫ୍ଲାଟ ଭିତରୁ ଅଧାକିଲୋ ସୁନା ଲୁଟି ନେଲେ ଦୁର୍ବୃତ୍ତ। ବଡ଼ କଥା ହେଉଛି ସିସିଟିଭିରେ ନାହିଁ କିଛି ବି ଚିତ୍ର ଓ ଆପର୍ଟମେଣ୍ଟରେ ଅସୁରକ୍ଷିତ ଥିବା ଜଣାଇଲେ ବରିଷ୍ଠ ନାଗରିକ ଓ ବିଲଡର ମେଣ୍ଟେନାନ୍ସ ନେଉଛନ୍ତି କିନ୍ତୁ ସୁରକ୍ଷା ବ୍ୟବସ୍ଥା ଢିଲା।