ଆଶ୍ରମ ବାହାନାରେ ଚାଲିଥିଲା ଦେହ ବ୍ୟବସାୟ । ବୈକୁଣ୍ଠଧାମ ଆଶ୍ରମର ଆତ୍ମଘୋଷିତ ବାବାଙ୍କ ନାଁରେ ସାଂଘାତିକ ଅଭିଯୋଗ..

Advertisment

ଆତ୍ମଘୋଷିତ ବାବାଙ୍କ ନାଁରେ ଆସିଲା ସାଂଘାତିକ ଅଭିଯୋଗ । ଆଶ୍ରମ ବାହାନାରେ ଦେହ ବ୍ୟବସାୟ ଚଳାଇଥିବା ଅଭିଯୋଗ ଆଣିଲେ କେନ୍ଦୁଝର ବାସିନ୍ଦା । ସହିଦନଗର ଥାନାରେ ଏତଲା ।

ଆତ୍ମଘୋଷିତ ବାବାଙ୍କ ନାଁରେ ଆସିଲା ସାଂଘାତିକ ଅଭିଯୋଗ । ଆଶ୍ରମ ବାହାନାରେ ଦେହ ବ୍ୟବସାୟ ଚଳାଇଥିବା ଅଭିଯୋଗ ଆଣିଲେ କେନ୍ଦୁଝର ବାସିନ୍ଦା । ସହିଦନଗର ଥାନାରେ ଏତଲା ।

ASHRAM 1


କନକ ବ୍ୟୁରୋ:ବିବାଦୀୟ ବୈକୁଣ୍ଠଧାମ ଆଶ୍ରମ ଓ ଆତ୍ମଘୋଷିତ ବାବା କାଶୀନାଥଙ୍କ ନାଁରେ ଆସିଲା ଆଉ ଏକ ସାଂଘାତିକ ଅଭିଯୋଗ । ଆଶ୍ରମ ଆଳରେ ଦେହ ବ୍ୟବସାୟ ଚାଲିଥିବା ଅଭିଯୋଗ । ଆଶ୍ରମ ସହ ଜଡିତ  କୃଷ୍ଣ ନନ୍ଦ ପ୍ରଭୁ ନାମକ ବ୍ୟକ୍ତି କେନ୍ଦୁଝରର ଜୀତେନ କୁମାର ଗିରିଙ୍କ ପତ୍ନୀଙ୍କୁ ନେଇ ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି ।

ଏଥିରେ ବାବା କାଶୀନାଥଙ୍କ ସମ୍ପୃକ୍ତି ଥିବା ସହିଦନଗର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ଜୀତେନ । ଆଶ୍ରମ ଆଳରେ ଦେହ ବ୍ୟବସାୟ ଚାଲିଥିଲା ବୋଲି ସେ ତାଙ୍କ ଏତଲାରେ ଉଲ୍ଲେଖ କରିଛନ୍ତି ।
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe