କନକ ବ୍ୟୁରୋ:ବିବାଦୀୟ ବୈକୁଣ୍ଠଧାମ ଆଶ୍ରମ ଓ ଆତ୍ମଘୋଷିତ ବାବା କାଶୀନାଥଙ୍କ ନାଁରେ ଆସିଲା ଆଉ ଏକ ସାଂଘାତିକ ଅଭିଯୋଗ । ଆଶ୍ରମ ଆଳରେ ଦେହ ବ୍ୟବସାୟ ଚାଲିଥିବା ଅଭିଯୋଗ । ଆଶ୍ରମ ସହ ଜଡିତ କୃଷ୍ଣ ନନ୍ଦ ପ୍ରଭୁ ନାମକ ବ୍ୟକ୍ତି କେନ୍ଦୁଝରର ଜୀତେନ କୁମାର ଗିରିଙ୍କ ପତ୍ନୀଙ୍କୁ ନେଇ ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି ।
ଏଥିରେ ବାବା କାଶୀନାଥଙ୍କ ସମ୍ପୃକ୍ତି ଥିବା ସହିଦନଗର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ଜୀତେନ । ଆଶ୍ରମ ଆଳରେ ଦେହ ବ୍ୟବସାୟ ଚାଲିଥିଲା ବୋଲି ସେ ତାଙ୍କ ଏତଲାରେ ଉଲ୍ଲେଖ କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2024/11/27/uUbEX1km8rF9AuTqMDff.jpg)