ପୁଣି ଓଲିଉଡରେ ଆସିଲା ସଙ୍ଗୀତ ଚୋରି ଅଭିଯୋଗ । ୧୪ ବର୍ଷ ତଳର ଗୀତକୁ ନିଜର କହି ଅପଲୋଡ୍ କରିଛି ଆଉ ଏକ ୟୁଟୁବ୍ ଚ୍ୟାନେଲ

Advertisment

ପୁଣି ଓଲିଉଡରେ ଆସିଲା ସଙ୍ଗୀତ ଚୋରି ଅଭିଯୋଗ । ସାଇବର ଥାନାରେ ଓଲିଉଡ କଣ୍ଠଶିଳ୍ପ ପମି ମିଶ୍ର ଓ  ପ୍ରଯୋଜକ କୃଷ୍ଣ ଚନ୍ଦ୍ର ବେହେରା ।

ପୁଣି ଓଲିଉଡରେ ଆସିଲା ସଙ୍ଗୀତ ଚୋରି ଅଭିଯୋଗ । ସାଇବର ଥାନାରେ ଓଲିଉଡ କଣ୍ଠଶିଳ୍ପ ପମି ମିଶ୍ର ଓ  ପ୍ରଯୋଜକ କୃଷ୍ଣ ଚନ୍ଦ୍ର ବେହେରା ।

Screen Shot 4

କନକ ବ୍ୟୁରୋ : ପୁଣି ଓଲିଉଡରେ ଆସିଲା ସଙ୍ଗୀତ ଚୋରି ଅଭିଯୋଗ । ସାଇବର ଥାନାରେ ଓଲିଉଡ କଣ୍ଠଶିଳ୍ପ ପମି ମିଶ୍ର ଓ  ପ୍ରଯୋଜକ କୃଷ୍ଣ ଚନ୍ଦ୍ର ବେହେରା । ୧୪ ବର୍ଷ ତଳର ପୁରୁଣା ଗୀତକୁ ଚୋରି କରିବା ସହ ନିଜର ଦର୍ଶାଇ ଇଉଟ୍ୟୁବ ଚ୍ୟାନେଲରେ ଅପଲୋଡ଼ କରୁଥିବା ଅଭିଯୋଗ ହୋଇଛି । ସାଇ ସାଗର କ୍ରିଏସନ ଓ ପବିତ୍ର ଏଣ୍ଟରଟେଣ୍ଟମେଣ୍ଟ ୟୁଟୁବ୍ ଚ୍ୟାନେଲ ନାଁରେ ସାଇବର ଥାନାରେ ଅଭିଯୋଗ ଦେଇଛନ୍ତି ପମି ମିଶ୍ର।

ସୋସିଆଲ ମିଡିଆରୁ ଗୀତକୁ ଡାଉନଲୋଡ୍ କରି ନିଜ ୟୁଟ୍ୟୁବ୍ ଚ୍ୟାନେଲରେ ଅପଲୋଡ କରିଛନ୍ତି  ସ୍ବାମୀ, ସ୍ତ୍ରୀ । ଏଥିସହ ସିଙ୍ଗର, ନିର୍ମାତାଙ୍କ ନାମକୁ ମଧ୍ୟ ବଦଳେଇଛନ୍ତି । ଚ୍ୟାନେଲ ନାମରେ ମାନହାନି ମକଦ୍ଦମା କରିଛନ୍ତି ବିଶିଷ୍ଟ କଣ୍ଠଶିଳ୍ପୀ ପମି ମିଶ୍ର ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe