ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓଙ୍କ ନାଁ ନେଇ ଠକେଇ ଅଭିଯୋଗ

Advertisment

ଉପମୁଖ୍ୟମନ୍ତ୍ରୀ  କେଭି ସିଂଦେଓଙ୍କ ନାଁ ନେଇ ଠକେଇ ଅଭିଯୋଗ ।  ପାଟଣାଗଡରେ ଠକକୁ ଅଟକ ରଖିଛି  ପୁଲିସ ।  ଅଟକ ଥିବା ଅଭିଯୁକ୍ତ ଜଣଙ୍କ ହେଉଛନ୍ତି ବିଲାଇସାଥି  ଗାଁର ବୁଦ୍ଧଦେବ ସାହୁ ।

ଉପମୁଖ୍ୟମନ୍ତ୍ରୀ  କେଭି ସିଂଦେଓଙ୍କ ନାଁ ନେଇ ଠକେଇ ଅଭିଯୋଗ ।  ପାଟଣାଗଡରେ ଠକକୁ ଅଟକ ରଖିଛି  ପୁଲିସ ।  ଅଟକ ଥିବା ଅଭିଯୁକ୍ତ ଜଣଙ୍କ ହେଉଛନ୍ତି ବିଲାଇସାଥି  ଗାଁର ବୁଦ୍ଧଦେବ ସାହୁ ।

singh

କନକ ବ୍ୟୁରୋ: ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓଙ୍କ ନାଁ ନେଇ ଠକେଇ ଅଭିଯୋଗ । ପାଟଣାଗଡରେ ଠକକୁ ଅଟକ ରଖିଛି ପୁଲିସ । ଅଟକ ଥିବା ଅଭିଯୁକ୍ତ ଜଣଙ୍କ ହେଉଛନ୍ତି ବିଲାଇସାଥି  ଗାଁର ବୁଦ୍ଧଦେବ ସାହୁ ।

ତେବେ ଅଭିଯୁକ୍ତ ଜଣଙ୍କ ଚାକିରି କରାଇଦେବାକୁ କହି ଠକେଇ କରିଥିବା ଅଭିଯୋଗ ହୋଇଛି । ଖାଲି ଚାକିରି ନୁହେଁ  ଅନ୍ୟକାମ କରାଇଦେବାକୁ ଲୋଭ ଦେଖାଉଥିଲା ଅଭିଯୁକ୍ତ ।  ଏଭଳି କହି ଅନେକ ଲୋକଙ୍କ ଠାରୁ ଟଙ୍କା ନେଇଥିବା ଅଭିଯୋଗ ହୋଇଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe