କନକ ବ୍ୟୁରୋ: ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓଙ୍କ ନାଁ ନେଇ ଠକେଇ ଅଭିଯୋଗ । ପାଟଣାଗଡରେ ଠକକୁ ଅଟକ ରଖିଛି ପୁଲିସ । ଅଟକ ଥିବା ଅଭିଯୁକ୍ତ ଜଣଙ୍କ ହେଉଛନ୍ତି ବିଲାଇସାଥି ଗାଁର ବୁଦ୍ଧଦେବ ସାହୁ ।
ତେବେ ଅଭିଯୁକ୍ତ ଜଣଙ୍କ ଚାକିରି କରାଇଦେବାକୁ କହି ଠକେଇ କରିଥିବା ଅଭିଯୋଗ ହୋଇଛି । ଖାଲି ଚାକିରି ନୁହେଁ ଅନ୍ୟକାମ କରାଇଦେବାକୁ ଲୋଭ ଦେଖାଉଥିଲା ଅଭିଯୁକ୍ତ । ଏଭଳି କହି ଅନେକ ଲୋକଙ୍କ ଠାରୁ ଟଙ୍କା ନେଇଥିବା ଅଭିଯୋଗ ହୋଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2024/11/12/KUo9sh8hcABg4IVAlTWS.jpg)