କନକ ବ୍ୟୁରୋ: ପୁଣି ଏମକେସିଜି ମେଡିକାଲ କଲେଜରେ ରାଗିଂ ଅଭିଯୋଗ। ଦ୍ଵିତୀୟ ବର୍ଷ ମେଡିକାଲ ଛାତ୍ରଙ୍କୁ ବରିଷ୍ଠ ଛାତ୍ର ରାଗିଂ କରିଥିବା ଅଭିଯୋଗ। ୟୁଜିସି ଆଣ୍ଟି ରାଗିଂ ସେଲରେ ଅଭିଯୋଗ କଲେ ପୀଡିତ ଛାତ୍ର। ଅଭିଯୋଗକୁ ନେଇ ପୋଲିସ ଓ କଲେଜ୍ ଆଣ୍ଟି ରାଗିଂ ସେଲ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଥିବା ସୂଚନା ମିଳିଛି।
ଏମକେସିଜି ମେଡିକାଲ କଲେଜରେ ପୁଣି ରାଗିଂ ଅଭିଯୋଗ: ସିନିୟର ରାଗିଂ କରିଥିବା ନେଇ ୟୁଜିସି ଆଣ୍ଟି ରାଗିଂ ସେଲରେ ଅଭିଯୋଗ କଲେ ଦ୍ୱିତୀୟ ବର୍ଷ ଛାତ୍ର
ପୁଣି ଏମକେସିଜି ମେଡିକାଲ କଲେଜରେ ରାଗିଂ ଅଭିଯୋଗ। ଦ୍ଵିତୀୟ ବର୍ଷ ମେଡିକାଲ ଛାତ୍ରଙ୍କୁ ବରିଷ୍ଠ ଛାତ୍ର ରାଗିଂ କରିଥିବା ଅଭିଯୋଗ। ୟୁଜିସି ଆଣ୍ଟି ରାଗିଂ ସେଲରେ ଅଭିଯୋଗ କଲେ ପୀଡିତ ଛାତ୍ର।
/kanak/media/media_files/2024/10/25/UNTl1J1sq4re9zVBPziW.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/27/2025-12-27t123421491z-506359015_3114607832035873_6253119802954867050_n-2025-12-27-18-04-21.jpg)