ଗଞ୍ଜାମ ଖଲିକୋଟରେ ବଧୂ ହତ୍ୟା ଅଭିଯୋଗ । ରାତିସାରା ଘରେ ପଡ଼ି ରହିଲା ମୃତହେଦ ।

Advertisment

ଶ୍ବଶୂର ଘର ଲୋକ ଫେରାର ଥିବାରୁ ଝିଅର ମର ଶରୀର ନେଲେନି ପରିବାର । ଘଟଣାସ୍ଥଳରେ ପୋଲିସର ତଦନ୍ତ ।

ଶ୍ବଶୂର ଘର ଲୋକ ଫେରାର ଥିବାରୁ ଝିଅର ମର ଶରୀର ନେଲେନି ପରିବାର । ଘଟଣାସ୍ଥଳରେ ପୋଲିସର ତଦନ୍ତ ।

ମୃତଦେହ ନେଉ ନାହାନ୍ତି ପରିବାର

ମୃତଦେହ ନେଉ ନାହାନ୍ତି ପରିବାର Photograph: (kanaknews)

କନକ ବ୍ୟୁରୋ : ଖଲ୍ଲିକୋଟ ବଧୂ ହତ୍ୟା ଅଭିଯୋଗ ଘଟଣା । ରାତି ସାରା ଘରେ ପଡ଼ି ରହିଲା ମୃତ ଦେହ । ଶଶୁର ଘର ଲୋକ ଫେରାର ଥିବାରୁ ଝିଅର ମର ଶରୀର ନେଲେନି ପରିବାର ଲୋକ ।

ଯୌତୁକ ନିର୍ଯାତନା ଦେଇ ବଧୂ ହତ୍ୟା ଅଭିଯୋଗ ଆଣିଛନ୍ତି ଝିଅର ପରିବାର ।  ବିବାହ ପର ଠାରୁ ଝିଅକୁ ଯୌତୁକ ନିର୍ଯାତନା ଦେଉଥିବା ଅଭିଯୋଗ କରାଯାଇଛି । ଝିଅର ମୃତ ଶରୀର କୁ ରଖି ଝିଅର ଶଶୁର ଘର ଆଗରେ ଝିଅଙ୍କ ପରିବାର ଲୋକଙ୍କ ରାତି ସାରା ଧାରଣା ଖଲ୍ଲିକୋଟ ଥାନା ନୂତନ ଗିରୁଣ୍ଠି ରେ ଘଟିଛି ଘଟଣା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe