କନକ ବ୍ୟୁରୋ : ଖଲ୍ଲିକୋଟ ବଧୂ ହତ୍ୟା ଅଭିଯୋଗ ଘଟଣା । ରାତି ସାରା ଘରେ ପଡ଼ି ରହିଲା ମୃତ ଦେହ । ଶଶୁର ଘର ଲୋକ ଫେରାର ଥିବାରୁ ଝିଅର ମର ଶରୀର ନେଲେନି ପରିବାର ଲୋକ ।
ଯୌତୁକ ନିର୍ଯାତନା ଦେଇ ବଧୂ ହତ୍ୟା ଅଭିଯୋଗ ଆଣିଛନ୍ତି ଝିଅର ପରିବାର । ବିବାହ ପର ଠାରୁ ଝିଅକୁ ଯୌତୁକ ନିର୍ଯାତନା ଦେଉଥିବା ଅଭିଯୋଗ କରାଯାଇଛି । ଝିଅର ମୃତ ଶରୀର କୁ ରଖି ଝିଅର ଶଶୁର ଘର ଆଗରେ ଝିଅଙ୍କ ପରିବାର ଲୋକଙ୍କ ରାତି ସାରା ଧାରଣା ଖଲ୍ଲିକୋଟ ଥାନା ନୂତନ ଗିରୁଣ୍ଠି ରେ ଘଟିଛି ଘଟଣା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/02/09/qHZbMimisrZ27gtq66qZ.jpg)