କନକ ବ୍ୟୁରୋ: ଫକୀର ମୋହନ ବିଶ୍ୱ ବିଦ୍ୟାଳୟ କ୍ୟାମ୍ପସରେ ଦୁଷ୍କର୍ମ ଉଦ୍ୟମ ଅଭିଯୋଗ । ସହକାରୀ ପ୍ରଫେସରଙ୍କ ପତ୍ନୀଙ୍କୁ ଦୁଷ୍କର୍ମ ଉଦ୍ୟମ ଅଭିଯୋଗ । ଘରେ ଏକୁଟିଆ ଥିବାର ସୁଯୋଗ ନେଇ ଦୁଷ୍କର୍ମ ଉଦ୍ୟମ । ଗ୍ୟାସ ମରାମତି ନାଁରେ ଘରେ ପଶିଥିବା ଅଭିଯୋଗ । ଦୁଷ୍କର୍ମ ଉଦ୍ୟମ କରିଥିବା ଯୁବକ ଥାନାରେ ଅଟକ । ନୀଳଗିରି ଅଞ୍ଚଳର ଜଣେ ଯୁବକଙ୍କ ନାଁରେ ଅଭିଯୋଗ ।
ଏଫଏମ କଲେଜରେ ଜଣେ ଛାତ୍ରୀ ଆତ୍ମହତ୍ୟା ଘଟଣା ପରେ ସାରା ରାଜ୍ୟ ରାଜନୀତିରେ ହଇଚଇ ସୃଷ୍ଟି ହୋଇଥିଲା । କଲେଜରେ କିଭଳି ଜଣେ ପ୍ରଫେସର ଛାତ୍ରୀଙ୍କୁ ମାନସିକ ନିର୍ୟାତନା ଦେଉଥିଲେ ତାହା ସାମ୍ନାକୁ ଆସିଥିଲା । ଏବେ ଏହି ଘଟଣା ପୁଣି ବାଲେଶ୍ୱରରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/03/09/RRjvrwYRYPYmB5VYwdtt.jpg)