ବର୍ଷ ତମାମ୍ ଗାଁରେ ମିଳୁନି ବିଶୁଦ୍ଧ ପାନୀୟ ଜଳ, ଗୋଳିଆ ପାଣି ପିଇ ରୋଗାକ୍ରାନ୍ତ ଗ୍ରାମବାସୀ, କୁମ୍ଭକର୍ଣ୍ଣ ନିଦ୍ରାରେ ପ୍ରଶାସନ

Advertisment

ଗୋଳିଆ ପାଣି ପିଇ ରୋଗାକ୍ରାନ୍ତ ହେଉଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ପ୍ରଶାସନକୁ ବହୁବାର ଜଣାଇଥିଲେ ବି କିଛି ସୁଫଳ ମିଳୁ ନାହିଁ । କଣ ଲୋକ ମଲେ ପ୍ରଶାସନ ଶୁଣିବ ବୋଲି ପ୍ରଶ୍ନ କରିଛନ୍ତି । ତୁରନ୍ତ ପାଇପ ପାଣିର ବ୍ୟବସ୍ଥା କରା ନଗଲେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ଗାଁ ଲୋକମାନେ ।  ସେପଟେ ବିଡ଼ିଓ ପୃଥ୍ୱୀରାଜ ପରିଡା କହିଛନ୍ତି, ବିଭାଗୀୟ ଯନ୍ତ୍ରୀଙ୍କୁ ପଠାଇ ତଦନ୍ତ କାରି ତୁରନ୍ତ ସମାଧାନ କରାଯିବ ।

bgfgeeggte

କନକ ବ୍ୟୁରୋ : ରାସ୍ତା କଡରେ ଘର କରି ରହୁଛନ୍ତି ପଚାଶରୁ ଅଧିକ ପରିବାର । କାଟଣା-ବଣିଆଁ ଓ ସିଙ୍ଗିଡି ଗ୍ରାମବାସୀଙ୍କ ପାଇଁ ରହିଛି ୩ଟି ନଳକୂପ । ସେଥିରୁ ବାହାରୁଛି ଗୋଳିଆ ଓ ଆଇରନ୍ ଗୁଣ୍ଡ ଯୁକ୍ତ ପାଣି । ଯାହା ପିଇବା ଅନୁପଯୋଗୀ ଜାଣି ବି ପିଉଛନ୍ତି । କାରଣ ପାନୀୟ ଜଳର ଅନ୍ୟ ଉତ୍ସ ନାହିଁ। ପାଇପ୍ ପାଣିର ବ୍ୟବସ୍ଥା ନାହିଁ । 

ଗୋଳିଆ ପାଣି ପିଇ ରୋଗାକ୍ରାନ୍ତ ହେଉଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ପ୍ରଶାସନକୁ ବହୁବାର ଜଣାଇଥିଲେ ବି କିଛି ସୁଫଳ ମିଳୁ ନାହିଁ । କଣ ଲୋକ ମଲେ ପ୍ରଶାସନ ଶୁଣିବ ବୋଲି ପ୍ରଶ୍ନ କରିଛନ୍ତି । ତୁରନ୍ତ ପାଇପ ପାଣିର ବ୍ୟବସ୍ଥା କରା ନଗଲେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ଗାଁ ଲୋକମାନେ ।  ସେପଟେ ବିଡ଼ିଓ ପୃଥ୍ୱୀରାଜ ପରିଡା କହିଛନ୍ତି, ବିଭାଗୀୟ ଯନ୍ତ୍ରୀଙ୍କୁ ପଠାଇ ତଦନ୍ତ କାରି ତୁରନ୍ତ ସମାଧାନ କରାଯିବ ।

ଡିଜିଟାଲ ଇଣ୍ଡିଆର ସ୍ୱପ୍ନ ଦେଖୁଥିବା ଦେଶରେ ପିଇବାକୁ ପାଣି ନମିଳିବା ପରିତାପର ବିଷୟ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe