ବିଜେଡିର ହେବ ନବକଳେବର । ଭାଙ୍ଗିଲା ବିଜେଡିର ସମସ୍ତ ପ୍ରମୁଖ ସଙ୍ଗଠନ

Advertisment

ବିଜେଡିର ହେବ ନବକଳେବର । ଭାଙ୍ଗିଲା ବିଜେଡିର ସମସ୍ତ ପ୍ରମୁଖ ସଙ୍ଗଠନ । ବିଜେଡିର ସାଙ୍ଗଠନିକ ନିର୍ବାଚନ ପରିପ୍ରେକ୍ଷୀରେ ସମସ୍ତ ସଙ୍ଗଠନକୁ ଭାଙ୍ଗିଛନ୍ତି ସୁପ୍ରିମୋ ନବୀନ ପଟ୍ଟନାୟକ ।

ବିଜେଡିର ହେବ ନବକଳେବର । ଭାଙ୍ଗିଲା ବିଜେଡିର ସମସ୍ତ ପ୍ରମୁଖ ସଙ୍ଗଠନ । ବିଜେଡିର ସାଙ୍ଗଠନିକ ନିର୍ବାଚନ ପରିପ୍ରେକ୍ଷୀରେ ସମସ୍ତ ସଙ୍ଗଠନକୁ ଭାଙ୍ଗିଛନ୍ତି ସୁପ୍ରିମୋ ନବୀନ ପଟ୍ଟନାୟକ ।

ଭାଙ୍ଗିଲା ବିଜେଡିର ସମସ୍ତ ପ୍ରମୁଖ ସଙ୍ଗଠନ

ଭାଙ୍ଗିଲା ବିଜେଡିର ସମସ୍ତ ପ୍ରମୁଖ ସଙ୍ଗଠନ Photograph: (KanakNews )

କନକ ବ୍ୟୁରାେ: ବିଜେଡିର ହେବ ନବକଳେବର । ଭାଙ୍ଗିଲା ବିଜେଡିର ସମସ୍ତ ପ୍ରମୁଖ ସଙ୍ଗଠନ । ବିଜେଡିର ସାଙ୍ଗଠନିକ ନିର୍ବାଚନ ପରିପ୍ରେକ୍ଷୀରେ ସମସ୍ତ ସଙ୍ଗଠନକୁ ଭାଙ୍ଗିଛନ୍ତି ସୁପ୍ରିମୋ ନବୀନ ପଟ୍ଟନାୟକ । ବିଜୁ ମହିଳା ଜନତା ଦଳକୁ ଭାଙ୍ଗିବା ସହିତ, ବିଜୁ ଯୁବ ଓ ଛାତ୍ର ସଙ୍ଗଠନ, ଶ୍ରମିକ ସାମ୍ମୁଖ୍ୟ ଓ ଲିଗାଲ ସେଲକୁ ଭାଙ୍ଗି ଦିଆଯାଇଛି । ତେବେ ବିଜେଡିରେ ସାଙ୍ଗଠନିକ ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ ହେଇଛି । ବିଧାୟକ ପ୍ରତାପ ଦେବଙ୍କୁ ରିଟର୍ଣ୍ଣିଂ ଅଫିସର ଭାବେ ନିଯୁକ୍ତ କରାଯାଇଛି । ଖୁବଶୀଘ୍ର ବିଜେଡିର ନବକଳେବର ହେବାକୁ ଯାଉଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe