କନକ ବ୍ୟୁରାେ: ବିଜେଡିର ହେବ ନବକଳେବର । ଭାଙ୍ଗିଲା ବିଜେଡିର ସମସ୍ତ ପ୍ରମୁଖ ସଙ୍ଗଠନ । ବିଜେଡିର ସାଙ୍ଗଠନିକ ନିର୍ବାଚନ ପରିପ୍ରେକ୍ଷୀରେ ସମସ୍ତ ସଙ୍ଗଠନକୁ ଭାଙ୍ଗିଛନ୍ତି ସୁପ୍ରିମୋ ନବୀନ ପଟ୍ଟନାୟକ । ବିଜୁ ମହିଳା ଜନତା ଦଳକୁ ଭାଙ୍ଗିବା ସହିତ, ବିଜୁ ଯୁବ ଓ ଛାତ୍ର ସଙ୍ଗଠନ, ଶ୍ରମିକ ସାମ୍ମୁଖ୍ୟ ଓ ଲିଗାଲ ସେଲକୁ ଭାଙ୍ଗି ଦିଆଯାଇଛି । ତେବେ ବିଜେଡିରେ ସାଙ୍ଗଠନିକ ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ ହେଇଛି । ବିଧାୟକ ପ୍ରତାପ ଦେବଙ୍କୁ ରିଟର୍ଣ୍ଣିଂ ଅଫିସର ଭାବେ ନିଯୁକ୍ତ କରାଯାଇଛି । ଖୁବଶୀଘ୍ର ବିଜେଡିର ନବକଳେବର ହେବାକୁ ଯାଉଛି ।
ଭାଙ୍ଗିଲା ବିଜେଡିର ସମସ୍ତ ପ୍ରମୁଖ ସଙ୍ଗଠନ
— Kanak News (@kanak_news) January 26, 2025
ସାଙ୍ଗଠନିକ ନିର୍ବାଚନ ପରିପ୍ରେକ୍ଷୀରେ ଭାଙ୍ଗିଲା ସଙ୍ଗଠନ
ବିଜେଡି ସୁପ୍ରିମୋଙ୍କ ଅନୁମୋଦନ ପରେ ଭାଙ୍ଗିଲା
ଭାଙ୍ଗିଲା ବିଜୁ ମହିଳା ଜନତା ଦଳ
ଭାଙ୍ଗିଲା ବିଜୁ ଯୁବ ଓ ଛାତ୍ର, ଶ୍ରମିକ ସାମ୍ମୁଖ୍ୟ ଓ ଲିଗାଲ୍ ସେଲ୍#BJD#Odisha#KanakNewspic.twitter.com/aAq4XfkfLM
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/media_files/2025/01/26/J79zxtaxoJHchrNTJqt9.jpg)