କନକ ବ୍ୟୁରୋ : ସବୁ କର୍ମଚାରୀଙ୍କ ଛୁଟି ବାତିଲ । ଯୁଦ୍ଧ ଭିତରେ ବଡ ଖବର । ରାଜ୍ୟରେ ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ । କେହିବି ମୁଖ୍ୟାଳୟ ଛାଡି ଯାଇପାରିବେ ନାହିଁ । ଛୁଟିରେ ଥିଲେ ତୁରନ୍ତ ଯୋଗ ଦେବାକୁ ନିର୍ଦ୍ଦେଶ ରହିଛି । ଛୁଟି ବାତିଲ ନେଇ ନିର୍ଦ୍ଦେଶ ଦେଇଛନ୍ତି ସରକାର । ଏନେଇ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ଅତିରିକ୍ତ ସଚିବ । ସୀମାରେ ଯୁଦ୍ଧ ଚାଲିଥିବା ବେଳେ କେଉଁ ସମୟରେ କିଛି ବି ହୋଇପାରେ, ଏହାକୁ ଦୃଷ୍ଟିରେ ରଖି ବଡ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର ।
ସମସ୍ତଙ୍କ ଛୁଟି ବାତିଲ୍ : ଯୁଦ୍ଧ ଭିତରେ ବଡ ଖବର
ସବୁ କର୍ମଚାରୀଙ୍କ ଛୁଟି ବାତିଲ । ଯୁଦ୍ଧ ଭିତରେ ବଡ ଖବର । ରାଜ୍ୟରେ ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ ।
/kanak/media/media_files/2025/05/10/8bfECcR7lJjhwJGDWFdr.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)