ହାଡଭଙ୍ଗା ଶୀତରେ ଥରୁଛି ଉତ୍ତରଭାରତ ; ପଞ୍ଜାବ ସହ ୫ ରାଜ୍ୟକୁ ଆଲର୍ଟ ଜାରି

ଉତ୍ତରଭାରତରେ ହାଡ଼ଭଙ୍ଗା ଶୀତ । ରାଜସ୍ଥାନ, ଉତ୍ତରପ୍ରଦେଶ, ପଞ୍ଜାବ ସମେତ ୫ରାଜ୍ୟ ପାଇଁ ୯୫ଘଣ୍ଟା ପାଇଁ ଆଲର୍ଟ ଜାରି। ପାରଦ ଶୂନ୍ୟ ଡିଗ୍ରୀ ତଳେ ରହିବା ସହ ହେବ ବର୍ଷା । ପାହାଡିଆ ରାଜ୍ୟରେ ପ୍ରବଳ ତୁଷାରପାତ ସମ୍ଭାବନା। 

36winter

କନକ ବ୍ୟୁରୋ: ଥଣ୍ଡାରେ ଥରୁଛି ଉତରଭାରତ । ବିଭିନ୍ନ ରାଜ୍ୟରେ ବର୍ଷା ସାଙ୍ଗକୁ କୋହଲା ପାଗ ଓ ପ୍ରବଳ ଶୀତ ଲହରି ଜାରି ରହିଛି । ହିମାଚଳ ଓ ଉତରାଖଣ୍ଡର ଅଧିକାଂଶ ସହରରେ ପାରଦ ଶୂନ୍ୟଡିଗ୍ରୀ ତଳେ ରହିଛି । ସେପଟେ ରାଜସ୍ଥାନ ଓ ଉତରଭାରତ କଥା ନକହିଲେ ଭଲ । ପ୍ରବଳ ଶତ ପାଇଁ ଘରୁ ବାହାରିବା ମୁସ୍କିଲ ହୋଇପଡିଛି ଉତରଭାରତ ସହ ପଶ୍ଚିମଭାରତରେ ମଧ୍ୟ ଲଗାଣ ବର୍ଷା ଏବେ ପ୍ରବଳ ଶୀତର କାରଣ ସାଜିଛି । କିଛି ରାଜ୍ୟପାଇଁ ଆଂଚଳିକ ପାଣିପାଗ ବିଭାଗ ୯୫ଘଣ୍ଟା ପାଇଁ ଆଲର୍ଟ ଜାରି କରିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe