ଘଟଗାଁ ଅଟେଇ ଜଙ୍ଗଲରେ ଆଜିଠୁ ଆରମ୍ଭ ହେଲା ଜଙ୍ଗଲ ସଫାରୀ । ଶୁଭାରମ୍ଭ କଲେ ସାଂସଦ ଅନନ୍ତ ନାୟକ, ବିଧାୟକ ଅଭିମନ୍ୟୁ ସେଠୀ

Advertisment

ଘଟଗାଁ ଅଟେଇ ଜଙ୍ଗଲରେ ଆରମ୍ଭ ହେଲା ଜଙ୍ଗଲ ସଫାରୀ । ମା’ ତାରିଣୀ ମନ୍ଦିର ଠାରୁ ୭ କିଲୋମିଟର ଦୂରରେ ଥିବା ଦରଗୁଡ଼ିସିଲାରେ ସଫାରିରେ ବୁଲି ମଜା ନେବେ ପର୍ଯ୍ୟଟକ ।

ଘଟଗାଁ ଅଟେଇ ଜଙ୍ଗଲରେ ଆରମ୍ଭ ହେଲା ଜଙ୍ଗଲ ସଫାରୀ । ମା’ ତାରିଣୀ ମନ୍ଦିର ଠାରୁ ୭ କିଲୋମିଟର ଦୂରରେ ଥିବା ଦରଗୁଡ଼ିସିଲାରେ ସଫାରିରେ ବୁଲି ମଜା ନେବେ ପର୍ଯ୍ୟଟକ ।

atari

atari Photograph: (kanaknews)

କନକ ବ୍ୟୁରୋ : ଘଟଗାଁ ଅଟେଇ ଜଙ୍ଗଲରେ ଆରମ୍ଭ ହେଲା ଜଙ୍ଗଲ ସଫାରୀ । ମା’ ତାରିଣୀ ମନ୍ଦିର ଠାରୁ ୭ କିଲୋମିଟର ଦୂରରେ ଥିବା ଦରଗୁଡ଼ିସିଲାରେ ସଫାରିରେ ବୁଲି ମଜା ନେବେ ପର୍ଯ୍ୟଟକ । ସାଂସଦ ଅନନ୍ତ ନାୟକ, ବିଧାୟକ ଅଭିମନ୍ୟୁ ସେଠୀ, ଜିଲ୍ଲା ପରିଷଦ ସଦସ୍ୟ, ଡିଏଫଓ ଓ ଏସିଏଫଙ୍କ ଉପସ୍ଥିତିରେ ଏହାର ଶୁଭାରମ୍ଭ ହୋଇଛି । 

ଅଟେଇ ଜଙ୍ଗଲରେ ସବୁଜିମା ପରିବେଶ, ଜୈବ ବିବିଧତା, ହିଲ ଭ୍ୟୁ ପର୍ଯ୍ୟଟକଙ୍କୁ ଆକର୍ଷତ କରିଥିଏ । ତାରିଣୀ ମନ୍ଦିର ବୁଲିବାକୁ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ ଏହା ବୁଲିବାର ଆଉ ଏକ ପର୍ଯ୍ୟଟନସ୍ଥଳୀ । ତେଣୁ ଜଙ୍ଗଲ ସଫାରୀରେ ବୁଲି ଏହାର ମଜାନେବେ ପର୍ଯ୍ୟଟକ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe