ମଝି ଆକାଶରେ ଏୟାର ଇଣ୍ଡିଆ ବିମାନରେ ତ୍ରୁଟି: ବିମାନରେ ଅଛନ୍ତି ୧୪୦ ଯାତ୍ରୀ

Advertisment

ମଝି ଆକାଶରେ ଏୟାର ଇଣ୍ଡିଆ ବିମାନରେ ତ୍ରୁଟି । ବିମାନରେ ହାଇଡ୍ରୋଲିକ ଫେଲିଓର ହୋଇଥିବା ସୂଚନା । ତ୍ରିଚିରୁ ଶାରଜାହ ଯାଉଥିଲା ବିମାନ ।

ମଝି ଆକାଶରେ ଏୟାର ଇଣ୍ଡିଆ ବିମାନରେ ତ୍ରୁଟି । ବିମାନରେ ହାଇଡ୍ରୋଲିକ ଫେଲିଓର ହୋଇଥିବା ସୂଚନା । ତ୍ରିଚିରୁ ଶାରଜାହ ଯାଉଥିଲା ବିମାନ ।

wdw

କନକ ବ୍ୟୁରୋ: ମଝି ଆକାଶରେ ଏୟାର ଇଣ୍ଡିଆ ବିମାନରେ ତ୍ରୁଟି । ବିମାନରେ ହାଇଡ୍ରୋଲିକ ଫେଲିଓର ହୋଇଥିବା ସୂଚନା । ତ୍ରିଚିରୁ ଶାରଜାହ ଯାଉଥିଲା ବିମାନ । ଉଡାଣର କିଛି ସମୟ ଭିତରେ ଦେଖାଗଲା ତ୍ରୁଟି । ବିମାନରେ ଅଛନ୍ତି ୧୪୦ ଯାତ୍ରୀ । ତ୍ରିଚି ବିମାନ ବନ୍ଦରରେ ୨୦ଟି ଆମ୍ବୁଲାନ୍ସ ପ୍ରସ୍ତୁତ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe