କନକ ବ୍ୟୁରୋ : ଓଡିଶାକୁ ବଡ ଆଇଟି ହବରେ ପରିଣତ କରାଯିବ । ଓଡିଶାକୁ ସେମିକଣ୍ଡକ୍ଟର ୟୁନିଟ୍ ଆଣିବାର ଲକ୍ଷ୍ୟ ରଖାଯାଇଛି । ସେମିକଣ୍ଡକ୍ଟର ଶିକ୍ଷା ପାଇଁ ରାଜ୍ୟର ୪ଟି ବିଶ୍ୱବିଦ୍ୟାଳୟକୁ ସାମିଲ କରାଯାଇଛି । ଆହୁରି ୫ଟି କଲେଜ ସାମିଲ କରିବାର ସୁଯୋଗ ଅଛି । ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ।