ଭୁବନେଶ୍ୱର ଏମ୍ସରେ ଆଣ୍ଠୁ ପ୍ରତ୍ୟାରୋପଣ ଭଳି ବିରଳ ଅସ୍ତ୍ରୋପଚାର କଲା ରୋବଟ୍‌

Advertisment

ଭୁବନେଶ୍ୱର ଏମ୍ସରେ ପ୍ରଥମ ଥର ପାଇଁ ରୋବଟ ଏହି ଅପରେସନ୍ କରିଛି । ରୋବୋଟିକ୍ ସର୍ଜରୀରେ ହୋଇଛି ଉନ୍ନତମାନର ଚିକିତ୍ସା ।

ଭୁବନେଶ୍ୱର ଏମ୍ସରେ ପ୍ରଥମ ଥର ପାଇଁ ରୋବଟ ଏହି ଅପରେସନ୍ କରିଛି । ରୋବୋଟିକ୍ ସର୍ଜରୀରେ ହୋଇଛି ଉନ୍ନତମାନର ଚିକିତ୍ସା ।

Robot Surgery

Photograph: (KANAK NEWS)

କନକ ବ୍ୟୁରୋ : ରୋବଟ କରୁଛି ଅପରେସନ୍ । ଆଣ୍ଠୁ ପ୍ରତ୍ୟାରୋପଣ ଭଳି ଅସ୍ତ୍ରୋପଚାର କରିଛି ରୋବଟ୍‌ । ଭୁବନେଶ୍ୱର ଏମ୍ସରେ ପ୍ରଥମ ଥର ପାଇଁ ରୋବଟ ଏହି ଅପରେସନ୍ କରିଛି । ରୋବୋଟିକ୍ ସର୍ଜରୀରେ ହୋଇଛି ଉନ୍ନତମାନର ଚିକିତ୍ସା । ଏହାଦ୍ୱାରା ରୋଗୀ ମାନେ ଅଧିକ ଖର୍ଚ୍ଚାନ୍ତ ହେବେନାହିଁ । ପୂର୍ବରୁ ମଧ୍ୟ ଭୁବନେଶ୍ୱର ଏମ୍ସରେ ଅନେକ ବିରଳ ଅସ୍ତ୍ରୋପଚାର ହୋଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe