କନକ ବ୍ୟୁରୋ : ରୋବଟ କରୁଛି ଅପରେସନ୍ । ଆଣ୍ଠୁ ପ୍ରତ୍ୟାରୋପଣ ଭଳି ଅସ୍ତ୍ରୋପଚାର କରିଛି ରୋବଟ୍ । ଭୁବନେଶ୍ୱର ଏମ୍ସରେ ପ୍ରଥମ ଥର ପାଇଁ ରୋବଟ ଏହି ଅପରେସନ୍ କରିଛି । ରୋବୋଟିକ୍ ସର୍ଜରୀରେ ହୋଇଛି ଉନ୍ନତମାନର ଚିକିତ୍ସା । ଏହାଦ୍ୱାରା ରୋଗୀ ମାନେ ଅଧିକ ଖର୍ଚ୍ଚାନ୍ତ ହେବେନାହିଁ । ପୂର୍ବରୁ ମଧ୍ୟ ଭୁବନେଶ୍ୱର ଏମ୍ସରେ ଅନେକ ବିରଳ ଅସ୍ତ୍ରୋପଚାର ହୋଇଛି ।
ଭୁବନେଶ୍ୱର ଏମ୍ସରେ ଆଣ୍ଠୁ ପ୍ରତ୍ୟାରୋପଣ ଭଳି ବିରଳ ଅସ୍ତ୍ରୋପଚାର କଲା ରୋବଟ୍
ଭୁବନେଶ୍ୱର ଏମ୍ସରେ ପ୍ରଥମ ଥର ପାଇଁ ରୋବଟ ଏହି ଅପରେସନ୍ କରିଛି । ରୋବୋଟିକ୍ ସର୍ଜରୀରେ ହୋଇଛି ଉନ୍ନତମାନର ଚିକିତ୍ସା ।
/kanak/media/media_files/2025/04/25/XBt1QDNw8SpRXQNLAZhy.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)