କନକ ବ୍ୟୁରୋ: ଏଆଇ ଜଗିବ ବନ୍ୟପ୍ରାଣୀଙ୍କ ଗତିବିଧି । ବିଧାନସଭାରେ ବିଧାୟକ ଅରୁଣ ସାହୁଙ୍କ ପ୍ରଶ୍ନର ଉତ୍ତର ରଖିଲେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ। ଜଙ୍ଗଲ ନିକଟବର୍ତ୍ତୀ ଜନବସତିଗୁଡ଼ିକୁ ବନ୍ୟଜନ୍ତୁଙ୍କ ଉପଦ୍ରବରୁ ରକ୍ଷା କରିବାକୁ ଆର୍ଟିଫିସିଆଲ ଇଣ୍ଟେଲିଜେନସର ସହାୟତା ଦେବେ ସରକାର। ପ୍ରାଥମିକ ସ୍ତରରେ ଚନ୍ଦକା ବନଖଣ୍ଡର ଭରତପୁର, ଢେଙ୍କାନାଳ ବନଖଣ୍ଡର ହିନ୍ଦୋଳ ଓ ଅନୁଗୁଳ ବନ୍ତଳା ଠାରେ ଆରମ୍ଭ ହେବ ପାଇଲଟ ପ୍ରୋଜେକ୍ଟ। ଏଆଇ ଦ୍ୱାରା ବନ୍ୟଜନ୍ତୁଙ୍କ ଗତିବିଧି ନିର୍ଦ୍ଧାରଣ କରାଯାଇ ଲୋକଙ୍କୁ ସତର୍କ କରାଯାଇପାରିବ।
ଜଙ୍ଗଲରେ ବନ୍ୟପ୍ରାଣୀଙ୍କ ଗତିବିଧି ଉପରେ ନଜର ରଖିବ ଏଆଇ । ବିଧାନସଭାରେ ଅରୁଣ ସାହୁଙ୍କ ପ୍ରଶ୍ନର ଉତ୍ତର ରଖିଲେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ
ଏଆଇ ଜଗିବ ବନ୍ୟପ୍ରାଣୀଙ୍କ ଗତିବିଧି । ବିଧାନସଭାରେ ବିଧାୟକ ଅରୁଣ ସାହୁଙ୍କ ପ୍ରଶ୍ନର ଉତ୍ତର ରଖିଲେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ।
/kanak/media/media_files/qmo2hM6NeMGsHam8Vayb.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)