ନିର୍ବାଚନରେ ହୋଇପାରିବନି ଏଆଇର ଅପବ୍ୟବହାର: ବିହାର ନିର୍ବାଚନ ପୂର୍ବରୁ ସବୁ ଦଳକୁ କଡ଼ା ଚେତାବନୀ ଦେଲେ ନିର୍ବାଚନ କମିସନ

Advertisment

ବିହାରରେ ଆଦର୍ଶ ଆଚରଣ ବିଧି ଲାଗୁ ହୋଇସାରିଥିବା ବେଳେ, ଏଆଇ କିମ୍ୱା ଡିପଫେକ୍ ବ୍ୟବହାର କରି ଭ୍ରମ ସୃଷ୍ଟି ନକରିବାକୁ ଚେତାବନୀ ଦେଇଛନ୍ତି ନିର୍ବାଚନ କମିସନ ।

ବିହାରରେ ଆଦର୍ଶ ଆଚରଣ ବିଧି ଲାଗୁ ହୋଇସାରିଥିବା ବେଳେ, ଏଆଇ କିମ୍ୱା ଡିପଫେକ୍ ବ୍ୟବହାର କରି ଭ୍ରମ ସୃଷ୍ଟି ନକରିବାକୁ ଚେତାବନୀ ଦେଇଛନ୍ତି ନିର୍ବାଚନ କମିସନ ।

45

Photograph: (KANAK NEWS)

କନକ ବ୍ୟୁରୋ: ଡିପ୍‌ଫେକ୍ ଓ ଏଆଇ ଅପବ୍ୟବହାରକୁ ନେଇ ନିର୍ବାଚନ କମିସନଙ୍କ କଡ଼ା ଚେତାବନୀ । ବିହାର ବିଧାନସଭା ନିର୍ବାଚନରେ ଆର୍ଟିଫିସିଆଲ୍ ଇଣ୍ଟଲିଜେନ୍‌ସ ବା କୃତ୍ରିମ ବୁଦ୍ଧିମତାର ଅପବ୍ୟବହାରଠୁ ଦୂରେଇ ରହିବାକୁ ସମସ୍ତ ରାଜନୈତିକ ଦଳକୁ ନିର୍ଦ୍ଦେଶ । ବିହାରରେ ଆଦର୍ଶ ଆଚରଣ ବିଧି ଲାଗୁ ହୋଇସାରିଥିବା ବେଳେ, ଏଆଇ କିମ୍ୱା ଡିପଫେକ୍ ବ୍ୟବହାର କରି ଭ୍ରମ ସୃଷ୍ଟି ନକରିବାକୁ ଚେତାବନୀ ଦେଇଛନ୍ତି ନିର୍ବାଚନ କମିସନ । ତେବେ ସୋସିଆଲ ମିଡିଆରେ କିମ୍ୱା ବିଜ୍ଞାପନ ଜରିଆରେ ପ୍ରଚାର ପାଇଁ କୌଣସି ଏଆଇ ଫଟୋ କିମ୍ୱା ଭିଡିଓ ତିଆରି କରୁଥିଲେ, ସେଥିରେ ସ୍ପଷ୍ଟ ଭାବେ ଏଆଇ ଜେନେରେଟେଡ୍ ବୋଲି ଉଲ୍ଲେଖ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସୋସିଆଲ ମିଡିଆ ପୋଷ୍ଟ୍ ଗୁଡ଼ିକ ଉପରେ କଡ଼ା ନଜର ରଖାଯିବ ବୋଲି ଚେତାଇଛନ୍ତି ନିର୍ବାଚନ କମିସନ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe