AI ଗଣିଲା ଭକ୍ତ ସଂଖ୍ୟା । ଚଳିତଥର ରେକର୍ଡ ଭାଙ୍ଗିଛି ଶ୍ରଦ୍ଧାଳୁଙ୍କ ସଂଖ୍ୟା ।

Advertisment

ଦିନ ୧ଟା ସୁଦ୍ଧା ୩ଲକ୍ଷରୁ ଅଧିକ ଶ୍ରଦ୍ଧାଳୁ ଦର୍ଶନ ପାଇଁ ଆସିଛନ୍ତି । ଏଆଇ ଶ୍ରଦ୍ଧାଳୁଙ୍କ ଗଣନା କରିଛି । 

ଦିନ ୧ଟା ସୁଦ୍ଧା ୩ଲକ୍ଷରୁ ଅଧିକ ଶ୍ରଦ୍ଧାଳୁ ଦର୍ଶନ ପାଇଁ ଆସିଛନ୍ତି । ଏଆଇ ଶ୍ରଦ୍ଧାଳୁଙ୍କ ଗଣନା କରିଛି । 

AI Puri

AI Puri Photograph: (kanaknews)

କନକ ବ୍ୟୁରୋ : ନୂଆବର୍ଷରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ପୁରୀକୁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହେଉଛି । ବହୁ ଦୂରରୁ ଲୋକେ ଜଗା ଦର୍ଶନ ପାଇଁ ଆସିଛନ୍ତି । ଜଗା ଦର୍ଶନରୁ ନୂଆ ବର୍ଷ ଆରମ୍ଭ କରିବା ପାଇଁ ସମସ୍ତଙ୍କ ମନରେ ଉତ୍ସାହ ଦେଖିବାକୁ ମିଳିଛି । ତେବେ ଦିନ ୧ଟା ସୁଦ୍ଧା ୩ଲକ୍ଷରୁ ଅଧିକ ଶ୍ରଦ୍ଧାଳୁ ଦର୍ଶନ ପାଇଁ ଆସିଛନ୍ତି । ଏଆଇ ଶ୍ରଦ୍ଧାଳୁଙ୍କ ଗଣନା କରିଛି । 

ଅନ୍ୟପଟେ, ଚଳିତଥର ରେକର୍ଡ ଭାଙ୍ଗିଛି ଶ୍ରଦ୍ଧାଳୁଙ୍କ ସଂଖ୍ୟା । ପୂର୍ବ ବର୍ଷ ଅପେକ୍ଷା ଚଳିତ ଥର ଅଧିକ ଶ୍ରଦ୍ଧାଳୁ ମହାପ୍ରଭୁଙ୍କ ଦର୍ଶନ କରିଥିବା ନେଇ ସୂଚନା ଦେଇଛନ୍ତି ପୁରୀ ଏସପି ଭିନୀତ ଅଗ୍ରୱାଲ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe