ପୁଣି ଯାତ୍ରା ମଞ୍ଚ ଉପରେ ମହାପ୍ରଭୁଙ୍କୁ ଅପମାନ: ଭଦ୍ରକ ଅନ୍ନପାଳରୁ ଆସିଲା ଅଭାବନୀୟ ଦୃଶ୍ୟ । ତାତିଲେ ଦର୍ଶକ

Advertisment

ପୁଣି ମହାପ୍ରଭୁ ଜଗନ୍ନାଥଙ୍କୁ ଅପମାନ ଅଭିଯୋଗ, ଯାତ୍ରା ମଞ୍ଚକୁ ଚେୟାର ଫିଙ୍ଗିଲେ ଦର୍ଶକ। ଭଦ୍ରକ ଅନ୍ନପାଳରେ ଯାତ୍ରା "ସ୍ୱର୍ଣ୍ଣ ମନ୍ଦିର"ର ପ୍ରଥମ ରାତିର ନାଟକ "ସ୍ୱାମୀ ପାଇଁ ପଛେ ନର୍କକୁ ଯିବି" ଚାଲିଥିଲା। ଏହି ସମୟରେ ଡାଇଲଗରେ ମହାପ୍ରଭୁ ଜଗନ୍ନାଥଙ୍କୁ ଅପମାନ ବୋଧକ ଶବ୍ଦ ଆଉ ହିନ୍ଦୁ ଧର୍ମକୁ ଅପମାନ କଲା ଭଳି କିଛି ଦୃଶ୍ୟ ଥିଲା। ଯାହା ଦେଖି ଦର୍ଶକ ଉତ୍ତେଜିତ ହୋଇ ଚେୟାର ଫୋପାଡ଼ି ଯାତ୍ରା ବନ୍ଦ କରିଦେଇଥିଲେ

-4

କନକବ୍ୟୁରୋ : ପୁଣି ମହାପ୍ରଭୁ ଜଗନ୍ନାଥଙ୍କୁ ଅପମାନ ଅଭିଯୋଗ, ଯାତ୍ରା ମଞ୍ଚକୁ ଚେୟାର ଫିଙ୍ଗିଲେ ଦର୍ଶକ । ଭଦ୍ରକ ଅନ୍ନପାଳରେ ଯାତ୍ରା "ସ୍ୱର୍ଣ୍ଣ ମନ୍ଦିର"ର ପ୍ରଥମ ରାତିର ନାଟକ "ସ୍ୱାମୀ ପାଇଁ ପଛେ ନର୍କକୁ ଯିବି" ଚାଲିଥିଲା । ଏହି ସମୟରେ ଡାଇଲଗରେ ମହାପ୍ରଭୁ ଜଗନ୍ନାଥଙ୍କୁ ଅପମାନ ବୋଧକ ଶବ୍ଦ ଆଉ ହିନ୍ଦୁ ଧର୍ମକୁ ଅପମାନ କଲା ଭଳି କିଛି ଦୃଶ୍ୟ ଥିଲା । 

ଯାହା ଦେଖି ଦର୍ଶକ ଉତ୍ତେଜିତ ହୋଇ ଚେୟାର ଫୋପାଡ଼ି ଯାତ୍ରା ବନ୍ଦ କରିଦେଇଥିଲେ । କିଛି ସମୟ ଏହିଭଳି ଚାଲିବା ପରେ ଯାତ୍ରା କଳାକାର ଏବଂ ଅନୁଷ୍ଠାନର କାର୍ଯ୍ୟକର୍ତ୍ତା ଲୋକଙ୍କୁ ବୁଝାସୁଝା କରି ସେହି ସିନରୁ କିଛି ଅଂଶ କାଟି ପୁଣି ପରିବେଷଣ କରିଥିଲେ । ୨ ଦିନ ତଳେ ବାଲେଶ୍ବର ସୋରରେ ଜଗନ୍ନାଥଙ୍କୁ ଅପମାନ ଅଭିଯୋଗରେ ମଞ୍ଚ ଉପରକୁ ଚେୟାର ଫିଙ୍ଗିଥିଲେ ଦର୍ଶକ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe