କନକ ବ୍ୟୁରୋ : ଆତଙ୍କବାଦୀ ଆକ୍ରମଣ ପରେ ସକ୍ରିୟ ହୋଇଛି ଏନଆଇଏ । ଜାମ୍ମୁ କାଶ୍ମୀରରେ ବିଭିନ୍ନ ସ୍ଥାନରେ ରେଡ କରିଛି ଏନଆଇଏ ଟିମ । ବୁଡଗାମ, ଅନନ୍ତନାଗ, ଆଦି ଅଚଂଳରେ ଚଢାଉ କରି ଛାନଭିନ୍ ଚଳାଇଛି ଜାତୀୟ ତଦନ୍ତକାରୀ ସଂସ୍ଥା। ଆତଙ୍କବାଦୀ ଆକ୍ରମଣରେ ଚଳିତ ବର୍ଷ ଭାରତରେ ୩୦ରୁ ଅଧିକ ଯବାନଙ୍କ ଜୀବନ ଯାଇଛି । ସେନା ଗାଡିକୁ ଟାର୍ଗେଟ କରି ଆତଙ୍କବାଦୀମାନେ ଆକ୍ରମଣ କରୁଛନ୍ତି । ଏହାରି ଭିତରେ ଏନଆଇଏନ ବିଭିନ୍ନ ସ୍ଥାନରେ ରେଡ ଚଳାଇଛି।
ଆତଙ୍କବାଦୀଙ୍କ ଆକ୍ରମଣ ପରେ ସକ୍ରିୟ ହୋଇଛି ଏନଆଇଏ । ଜମ୍ମୁ-କାଶ୍ମୀରର ବିଭିନ୍ନ ସ୍ଥାନରେ ଚାଲିଛି ଚଢାଉ
ବୁଡଗାମ, ଅନନ୍ତନାଗ, ଆଦି ଅଚଂଳରେ ଚଢାଉ କରି ଛାନଭିନ୍ ଚଳାଇଛି ଜାତୀୟ ତଦନ୍ତକାରୀ ସଂସ୍ଥା। ଆତଙ୍କବାଦୀ ଆକ୍ରମଣରେ ଚଳିତ ବର୍ଷ ଭାରତରେ ୩୦ରୁ ଅଧିକ ଯବାନଙ୍କ ଜୀବନ ଯାଇଛି ।
/kanak/media/media_files/2024/12/12/ufZxo8qkjkdyultbwhaC.jpg)