ସୁନ୍ଦରଗଡ଼ କୋଇଲା ଚୋରି ଘଟଣା ପରେ ଝାରସୁଗୁଡ଼ାରେ ଚଢ଼ାଉ; ବଡ଼ମାଲ ସ୍ଥିତ ଏସ୍‌ ଏମ୍‌ ସି କାରଖାନାରେ ପହଞ୍ଚିଲା ଚାରି ଜଣିଆ ଟିମ୍

Advertisment

ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ପରେ ଝାରସୁଗୁଡ଼ାରେ ପହଞ୍ଚି ତଦନ୍ତ କରୁଛି ଚାରି ଜଣିଆ ଟିମ୍ । ଏସଏମସି କାରଖାନାରେ ଚଢ଼ାଉ କରି ଯାଞ୍ଚ ପ୍ରକ୍ରିୟା ଆରମ୍ଭ କରାଯାଇଛି ।

ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ପରେ ଝାରସୁଗୁଡ଼ାରେ ପହଞ୍ଚି ତଦନ୍ତ କରୁଛି ଚାରି ଜଣିଆ ଟିମ୍ । ଏସଏମସି କାରଖାନାରେ ଚଢ଼ାଉ କରି ଯାଞ୍ଚ ପ୍ରକ୍ରିୟା ଆରମ୍ଭ କରାଯାଇଛି ।

coal theft incident

Photograph: (KANAK NEWS)

କନକ ବ୍ୟୁରୋ : ସୁନ୍ଦରଗଡ଼ରେ କୋଇଲା ଚୋରି ମାମଲାରେ ଚାଲିଛି ତଦନ୍ତ । ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ପରେ ଝାରସୁଗୁଡ଼ାରେ ପହଞ୍ଚି ତଦନ୍ତ କରୁଛି ଚାରି ଜଣିଆ ଟିମ୍ । ଏସଏମସି କାରଖାନାରେ ଚଢ଼ାଉ କରି ଯାଞ୍ଚ ପ୍ରକ୍ରିୟା ଆରମ୍ଭ କରାଯାଇଛି । ଜିଲ୍ଲା ଖଣି ଅଧିକାରୀଙ୍କ ନେତୃତ୍ୱରେ ତଦନ୍ତ ପାଇଁ ଏହି ଟିମ ଗଠନ ହୋଇଛି ।

ଟିମରେ ଜିଲ୍ଲା ପ୍ରଦୂଷଣ ଅଧିକାରୀ, ତହସିଲଦାର ଓ ପୋଲିସ ଉପସ୍ଥିତ ଅଛନ୍ତି । ତେବେ ପ୍ରାୟ ମାସେ ହେବ ତଦନ୍ତ ଚାଲିଥିଲେ ବି ଏଯାଏ ମାଫିଆଙ୍କ ପାଖରେ ପହଞ୍ଚି ପାରିନି ପ୍ରଶାସନ । କନକ ନ୍ୟୁଜରେ କୋଇଲା ଚୋରିର ପର୍ଦ୍ଦାଫାଶ ହେବା ପରେ ଲଗାତାର ଚଢ଼ାଉ କରିବା ସହ ତଦନ୍ତ ହେଉଛି କିନ୍ତୁ ଏପର୍ଯ୍ୟନ୍ତ ମୁଖ୍ୟ କାର୍ପଟଦାରର ମୁଖା ଖୋଲିନି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe