ଭକ୍ତଙ୍କ ପାୱାର ସୋ । ପିସିସି ଦାୟିତ୍ବ ନେବା ପରେ ମହିଳା ନିର୍ଯାତନାକୁ ସରକାରଙ୍କ ବିରୋଧରେ ଗର୍ଜିଲା କଂଗ୍ରେସ ।

Advertisment

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ କରିବାକୁ ଯିବାବେଳେ ପୋଲିସ ସହ ଠେଲାପେଲା ।

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ କରିବାକୁ ଯିବାବେଳେ ପୋଲିସ ସହ ଠେଲାପେଲା ।

ଭକ୍ତଙ୍କ ପାୱାର ସୋ'

ଭକ୍ତଙ୍କ ପାୱାର ସୋ' Photograph: (kanakNews)

କନକ ବ୍ୟୁରୋ: ଭକ୍ତଙ୍କ ପ୍ରଥମ ପାୱାର ସୋ। ପିସିସି ଦାୟିତ୍ବ ନେବା ପରେ ପ୍ରଥମ ଥର ପାଇଁ ରାଜ୍ୟ ସରକାରଙ୍କ ବିରୋଧରେ ଗର୍ଜିଛନ୍ତି ଭକ୍ତ ଚରଣ ଦାସ । ବରିଷ୍ଠ କଂଗ୍ରେସ ନେତା ଓ କର୍ମୀଙ୍କୁ ନେଇ ରାଜରାସ୍ତାରେ କରିଛନ୍ତି ବିକ୍ଷୋଭ ପ୍ରଦର୍ଶନ ।

ରାଜ୍ୟରେ ବଢୁଥିବା ମହିଳା ନିର୍ଯାତନାକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ ପାଇଁ ଯିବାବେଳେ ପୋଲିସ ସହ ବି ହୋଇଛି ଧସ୍ତାଧସ୍ତି । କିଟ୍‌ରେ ନେପାଳୀ ଛାତ୍ରୀ ମୃତ୍ୟୁ, ଚିତ୍ରକୋଣ୍ଡାରେ ଦଶମ ଶ୍ରେଣୀ ଛାତ୍ରୀ ସ୍କୁଲ ହଷ୍ଟେଲରେ ପ୍ରସବ ଘଟଣାରେ ରାଜ୍ୟ ସରକାରଙ୍କୁ ଘେରିଛନ୍ତି କଂଗ୍ରେସର ନେତା ଓ କର୍ମୀ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe