ସୁନ୍ଦରଗଡ଼ରେ ଦୁଇ ଆଦିବାସୀ ଯୁବକଙ୍କୁ ଆରପିଏଫର ଥାର୍ଡ ଡିଗ୍ରୀ ଘଟଣା: ଖବର ପ୍ରସାରଣ ପରେ କେ.ବଲାଙ୍ଗ ଥାନାରେ ହେଲା ମାମଲା

Advertisment

ଦୁଇ ଆଦିବାସୀ ଭାଇଙ୍କୁ ଆରପିଏଫର ଥାର୍ଡ ଡିଗ୍ରୀ ଘଟଣା। ଗଣମାଧ୍ୟମରେ ଖବର ପ୍ରସାରଣ ପରେ ରୁଜୁ ହେଲା ମାମଲା। ଚୋରି ସନ୍ଦେହରେ ଦୁଇ ଆଦିବାସୀ ଯୁବକଙ୍କୁ ରାତିରେ ଉଠାଇନେଇ ଅକଥନୀୟ ନିର୍ଯାତନା ଖବର ପ୍ରସାରଣ ପରେ ମାମଲା ରୁଜୁ କରିଛି କେ.ବଲାଙ୍ଗ ଥାନା ପୁଲିସ୍ ।

gfergf

କନକ ବ୍ୟୁରୋ: ଦୁଇ ଆଦିବାସୀ ଭାଇଙ୍କୁ ଆରପିଏଫର ଥାର୍ଡ ଡିଗ୍ରୀ ଘଟଣା। ଗଣମାଧ୍ୟମରେ ଖବର ପ୍ରସାରଣ ପରେ ରୁଜୁ ହେଲା ମାମଲା। ଚୋରି ସନ୍ଦେହରେ ଦୁଇ ଆଦିବାସୀ ଯୁବକଙ୍କୁ ରାତିରେ ଉଠାଇନେଇ ଅକଥନୀୟ ନିର୍ଯାତନା ଖବର ପ୍ରସାରଣ ପରେ ମାମଲା ରୁଜୁ କରିଛି କେ.ବଲାଙ୍ଗ ଥାନା ପୁଲିସ୍ । ବଣାଇ ବିଧାୟକ ଲକ୍ଷ୍ମଣ ମୁଣ୍ଡା ଚିକିତ୍ସାଧୀନ ଦୁଇ ଭାଇଙ୍କୁ ମେଡିକାଲରେ ଭେଟି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି। ବର୍ବରତାର ଶେଷ ସୀମା ଟପିଯାଇଥିବା ସଂପୃକ୍ତ ଆରପିଏଫ୍ କର୍ମଚାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି ବିଧାୟକ। ଆସନ୍ତାକାଲି ଏନେଇ ସିପିଆଇଏମ୍ ବିକ୍ଷୋଭ କରିବାକୁ ଚେତାବନୀ ଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe