ସୁଭଦ୍ରା ଯୋଜନା ଗାଇଡଲାଇନ୍ ଆସିବା ପରେ ଆଧାର ସଂଶୋଧନ କେନ୍ଦ୍ରରେ ଭିଡ଼,ଆଧାର ଲିଙ୍କ୍ ପାଇଁ ଭିଡ଼ ଜମାଉଛନ୍ତି ମହିଳା ।

Advertisment

ସୁଭଦ୍ରା ଯୋଜନା ଲାଗି ଆବେଦନ କରିବାକୁ କିଛି ମାନଦଣ୍ଡ ରହିଛି। ଏଥିରୁ ଗୋଟିଏ ହେଲା ଆବେଦନକାରୀଙ୍କ ଆଧାର କାର୍ଡ ରହିଥିବ ଯାହା ମୋବାଇଲ ସହ ଲିଙ୍କ ରହିଥିବ। ଏଥିପାଇଁ ଆଧାର କେନ୍ଦ୍ରରେ ଭିଡ଼ ଲାଗିଛି।

ସୁଭଦ୍ରା ଯୋଜନା ଲାଗି ଆବେଦନ କରିବାକୁ କିଛି ମାନଦଣ୍ଡ ରହିଛି। ଏଥିରୁ ଗୋଟିଏ ହେଲା ଆବେଦନକାରୀଙ୍କ ଆଧାର କାର୍ଡ ରହିଥିବ ଯାହା ମୋବାଇଲ ସହ ଲିଙ୍କ ରହିଥିବ। ଏଥିପାଇଁ ଆଧାର କେନ୍ଦ୍ରରେ ଭିଡ଼ ଲାଗିଛି।

adhar link

କନକବ୍ୟୁରୋ : ସୁଭଦ୍ରା ଯୋଜନା ଲାଗି ଆବେଦନ କରିବାକୁ କିଛି ମାନଦଣ୍ଡ ରହିଛି। ଏଥିରୁ ଗୋଟିଏ ହେଲା ଆବେଦନକାରୀଙ୍କ ଆଧାର କାର୍ଡ ରହିଥିବ ଯାହା ମୋବାଇଲ ସହ ଲିଙ୍କ ରହିଥିବ। ଏଥିପାଇଁ ଆଧାର କେନ୍ଦ୍ରରେ ଭିଡ଼ ଲାଗିଛି। ଆଧାର କାର୍ଡକୁ ମୋବାଇଲରେ ଲିଙ୍କ କରିବା ସହ କେୱାଇସି ଅପଡେଟ କରିବା ଆଧାର ସଂଶୋଧନ କେନ୍ଦ୍ରରେ ଭିଡ଼ ଲାଗିଛି।

ଏଥିସହ ଜାଣିରଖନ୍ତୁ କେମିତି କରିବେ ଆବେଦନ ?
ଅଙ୍ଗନୱାଡି କେନ୍ଦ୍ର, ବ୍ଲକ କାର୍ୟ୍ୟାଳୟରେ ଆବେଦନ କରିପାରିବେ
- ମୋ ସେବା କେନ୍ଦ୍ର, ଜନ ସେବା କେନ୍ଦ୍ରରେ ଆବେଦନ କରିହେବ  
- ଉପଲବ୍ଧ ଫର୍ମ ପୂରଣ କରି ଆବେଦନ କରିପାରିବେ 
- ଅନଲାଇନରେ ବି କରିହେବ ଆବେଦନ

ଆବେଦନକାରୀ ମହିଳାଙ୍କ ନାଁରେ ଆଧାର କାର୍ଡ ଥିବ
- ଆଧାର କାର୍ଡ ସହ ମୋବାଇଲ ନମ୍ବର ଲିଙ୍କ ହୋଇଥିବ
- ହିତାଧିକାରୀଙ୍କ ନାଁରେ ବ୍ୟାଙ୍କ ଆକାଉଣ୍ଟ ରହିଥିବ
- ସମସ୍ତ ହିତାଧିକାରୀଙ୍କୁ ‘ସୁଭ୍ରଦା’ କାର୍ଡ ଦିଆଯିବ
- ବାର୍ଷିକ ଦୁଇଟି କିସ୍ତିରେ ପାଇବେ ୧୦ହଜାର ଟଙ୍କା

- ୫ ବର୍ଷରେ ମୋଟ ୫୦ହଜାର ଟଙ୍କା ପାଇବେ ହିତାଧିକାରୀ
- ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ ସହାୟତା ଟଙ୍କା ପ୍ରଦାନ କରାଯିବ
- ପରିବାରର ସବୁ ଯୋଗ୍ୟ ମହିଳାଙ୍କୁ ଟଙ୍କା ଯୋଗାଇ ଦିଆଯିବ
- ସଂଶୋଧିତ ଗାଇଡଲାଇନରେ ରାସନକାର୍ଡଧାରୀ ପରିବାରକୁ ଲାଭ ମିଳିବ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe