ଯୁଦ୍ଧ ବିରାମ ପରେ ଜମ୍ମୁ-କାଶ୍ମୀରରେ ସେନାରେ ସର୍ଚ୍ଚ ଅପରେସନ । ପୁଲିସ ଗୁଳିରେ ୩ ଆତଙ୍କୀ ମୃତ

ସ୍ଥାନୀୟ ଅଞ୍ଚଳରେ ଆହୁରି ଆତଙ୍କବାଦୀ ଲୁଚି ରହିଥିବା ସନ୍ଦେହ କରାଯାଉଛି । ସୁରକ୍ଷାକର୍ମୀ ପୂରା ଅଞ୍ଚଳକୁ ଘେରାବନ୍ଦୀ କରିଛନ୍ତି । ଆତଙ୍କବାଦୀଙ୍କୁ ନିପାତ କରିବା ପାଇଁ ଜାରି ରହିଛି ସେନାର ସର୍ଚ୍ଚ ଅପରେସନ୍ ।

sfadfasafd

କନକ ବ୍ୟୁରୋ  : ସେନା ଗୁଳିରେ ୩ ଲସ୍କର-ଏ-ତୋଇବା ଆତଙ୍କବାଦୀ ନିପାତ। ଜାମ୍ମୁକାଶ୍ମୀର ସୋପିଆନରେ ଏନକାଉଣ୍ଟର କରି ତିନି ଆତଙ୍କୀଙ୍କୁ ନିପାତ କରିଛନ୍ତି ଯବାନ। ଯୁଦ୍ଧ ବିରତି ପରେ ଜାରି ରହିଛି ସେନାର ସର୍ଚ୍ଚ ଅପରେସନ । ସ୍ଥାନୀୟ ଅଞ୍ଚଳରେ ଆହୁରି ଆତଙ୍କବାଦୀ ଲୁଚି ରହିଥିବା ସନ୍ଦେହ କରାଯାଉଛି । ସୁରକ୍ଷାକର୍ମୀ ପୂରା ଅଞ୍ଚଳକୁ ଘେରାବନ୍ଦୀ କରିଛନ୍ତି । ଆତଙ୍କବାଦୀଙ୍କୁ ନିପାତ କରିବା ପାଇଁ ଜାରି ରହିଛି ସେନାର ସର୍ଚ୍ଚ ଅପରେସନ୍ । ପହଲଗାମ ଆତଙ୍କୀଙ୍କୁ ଧରିବା ପାଇଁ ସୁରକ୍ଷାକର୍ମୀଙ୍କ ତଲାସୀ ଜାରି ରହିଛି। ସିଜଫାୟାର ପରେ ପ୍ରଥମ ଥର ପାଇଁ ଜାମ୍ମୁକାଶ୍ମୀରରେ ଏନକାଉଣ୍ଟର କରାଯାଇଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe