ପହଲଗାମ ଆକ୍ରମଣ ପରେ ସଜାଗ ଭାରତ ସରକାର । କିଛି ସମୟ ପରେ ଗୁରୁତ୍ୱପୂର୍ଣ୍ଣ ବୈଠକ, ପ୍ରଧାନମନ୍ତ୍ରୀଙ୍କ ସହ ଯୋଗଦେବେ ଜାତୀୟ ସୁରକ୍ଷା ପରାମର୍ଶଦାତା

ଏହି କ୍ରମରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଏକ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି ।

fdfsafdsadsda

କନକ ବ୍ୟୁରୋ ; କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ନେଇ ସାରା ଦେଶର ନଜର କେନ୍ଦ୍ର ସରକାରଙ୍କ ଉପରେ ରହିଛି । ଏହି କ୍ରମରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଏକ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି । ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଜାତୀୟ ସୁରକ୍ଷାପରିଷଦର ଅଧ୍ୟକ୍ଷ ଅଜିତ୍ ଡୋଭାଲଙ୍କ ସହ ଜାତୀୟ ସୁରକ୍ଷା ପରାମର୍ଶଦାତା  ଯୋଗ ଦେବେ । ଏହି ବୈଠକରେ କ'ଣ ନିଷ୍ପତ୍ତି ନିଆଯିବ, ବୈଠକ ପରେ ଆତଙ୍କବାଦ ଉପରେ କିଭଳି କାର୍ଯ୍ୟାନୁଷ୍ଠାନ ନିଆଯିବ ତାହା ଉପରେ ସାରା ଦେଶବାସୀଙ୍କ ନଜର ରହିଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe