ଦାଦାକୁ ହତ୍ୟା ପରେ କଟା ମୁଣ୍ଡ ଧରି ଥାନାରେ ପହଞ୍ଚିଲା ପୁତୁରା, ପାରିବାରିକ କଳହକୁ ନେଇ ବୀଭତ୍ସ ହତ୍ୟା

କେନ୍ଦୁଝର ସଦର ଥାନା ଅଞ୍ଚଳରେ ଚାଞ୍ଚଲ୍ୟ । ଦାଦାକୁ ହତ୍ୟା ପରେ କଟା ମୁଣ୍ଡ ଧରି ଥାନାରେ ପହଞ୍ଚିଲା ପୁତୁରା ।

ଦାଦା କଟାମୁଣ୍ଡ ଧରି ଥାନାରେ ପୁତୁରା

ଦାଦା କଟାମୁଣ୍ଡ ଧରି ଥାନାରେ ପୁତୁରା Photograph: (kanakNews)

କନକ ବ୍ୟୁରୋ: କେନ୍ଦୁଝର ସୁଆକାଟି ଫାଣ୍ଡି ତଳକଇଁସାରି ଗାଁରେ ଚାଂଚଲ୍ୟ । ଦାଦାକୁ ହତ୍ୟା କରି କଟା ମୁଣ୍ଡ ଧରି ଥାନାରେ ଆତ୍ମସମର୍ପଣ କରିଛି ପୁତୁରା । 

ଘରୋଇ କଳିରୁ ଏହି ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ନୃଶଂସତାର ସବୁ ସୀମା ଟପିଯାଇଛି ପୁତୁରା । ଦାଦାଙ୍କୁ ମାରି କଟାମୁଣ୍ଡ ଧରି ଥାନାରେ ପହଂଚିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe